ବିଶିଷ୍ଠ କଣ୍ଠଶିଳ୍ପୀ ସଂଯୁକ୍ତା ରଏଙ୍କ ପରଲୋକ

ଭୁବନେଶ୍ଵର : ବିଶିଷ୍ଠ କଣ୍ଠଶିଳ୍ପୀ ସଂଯୁକ୍ତା ରଏଙ୍କର ପରଲୋକ ଘଟିଛି। ଭୁବନେଶ୍ଵର ବିଜେବି ନଗରସ୍ଥିତ ବାସଭବନରେ ୯୧ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କ ନିକଟରେ ତାଙ୍କ ପୁଅ ତପେଶ ରଏ , ଝିଅ…
Read More...

ବିଦ୍ୟୁତ୍ ଆଘାତରେ ହାତୀ ମୃତ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ନାକଟିଦେଉଳ ରେଞ୍ଜ ଚରଡପଶି ଗାଁ ଜଙ୍ଗଲରେ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ୍ ଆଘାତରେ ଏକ ମାଈ ହାତୀର ମୃତ୍ୟୁ ଘଟିଛି। ଜଙ୍ଗଲରେ ଏକ ୧୧ କେଭି ତା’ର ତଳକୁ ଓହଳି ରହିଥିଲା।  ସେଥିରେ…
Read More...

କେମିତି କଟିବ ଏ ସପ୍ତାହ: ସାପ୍ତାହିକ ରାଶିଫଳ

ମେଷ: ରବିବାର ଓ ସୋମବାର ଜଗିରଖି ଚଳିବେ। ଯାତ୍ରା ଜନିତ ସମସ୍ୟା ଦେଖାଦେଇପାରେ। ମା’ଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତା ପ୍ରକଟିତ ହେବ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଆୟ ବୃଦ୍ଧି ହେବ। କର୍ମକ୍ଷେତ୍ରରେ ସଫଳତା ଲାଭ…
Read More...

ମେଡିକାଲରୁ ଫେରୁଥିଲେ ଜୀବନ ଗଲା

ବୌଦ୍ଧ: ଦିନକୁ ଦିନ ରାଜ୍ୟରେ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ଆଜି ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ଡିମିରିପାଲି ଛକ ନିକଟରେ ଏଭଳି ଅଭାବନୀୟ…
Read More...

ପ୍ରତି ଦୁଇ ଘଣ୍ଟାରେ ଅପଡେଟ୍ ଦେବେ ରାଜ୍ୟ

ନୂଆଦିଲ୍ଲୀ: ସବୁ ରାଜ୍ୟର ଆଇନ ବ୍ୟବସ୍ଥା ସମ୍ବନ୍ଧୀୟ ଅପଡେଟ୍ ମାଗିଲା ଏମଏଚଏ। କଲକାତା ଦୁଷ୍କର୍ମ ଓ ହତ୍ୟା ମାମଲା ପରେ କେନ୍ଦ୍ର ଗୃହମନ୍ତ୍ରଣାଳୟ ନିଜ ନିୟମ କଡାକଡି କରିଛି। ଏଣିକି ସବୁ ରାଜ୍ୟପ୍ରତି ଦୁଇ ଘଣ୍ଟାରେ…
Read More...

ଏସ୍‌ସିବିରେ ଦୁଇ ମହିଳାଙ୍କୁ ବଳାତ୍କାର ଘଟଣା : ସରକାରଙ୍କୁ ରିପୋର୍ଟ ପ୍ରଦାନ, କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା

କଟକ : କଟକ ବଡ ଡାକ୍ତରଖାନାରେ ୨ଜଣ ମହିଳା ରୋଗୀଙ୍କୁ ଡାକ୍ତରଙ୍କ ବଳାତ୍କାର ଘଟଣାରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତଦନ୍ତ ଶେଷ ହୋଇଛି। ଡିଏମଇଟି ସନ୍ତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ କମିଟି ରାଜ୍ୟ…
Read More...

ଜୁଏଲ ଓରାମଙ୍କ ପତ୍ନୀଙ୍କ ପରଲୋକ

ରାଉରକେଲା : କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଙ୍କ ପତ୍ନୀଙ୍କ ପରଲୋକ ଘଟିଛି। ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। ଦୀର୍ଘ ଦିନ ଧରି…
Read More...

ଭିମସାରରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଧାରଣା

ବୁର୍ଲା : କଲିକତା ଆରଜି କର ମେଡିକାଲ କଲେଜ ରେ ଡାକ୍ତରୀ ଛାତ୍ରୀ ଙ୍କୁ ନିର୍ମମ ଭାବେ ହତ୍ୟା କରାଯିବା ଘଟଣା ପରେ ସାରା ଦେଶରେ ତୀବ୍ର ପ୍ରତିବାଦ ଦେଖିବାକୁ ମିଳିଛି।  ଆଜି ଭିମସାରରେ ଡାକ୍ତରୀ ଜେଡ଼ିଏ ଛାତ୍ର ସଂଘ…
Read More...

ଡେଲିଭରି ବୟକୁ ଆକ୍ରମଣ ଘଟଣା: ଦୁଇ ଅଭିଯୁକ୍ତ ଗିରଫ

ଦେଓଗାଁ: ଡେ଼ଲିଭରି ବୟ କୁ ବୁଝାଲି ଆକ୍ରମଣ ଘଟଣା। ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ୍। ମିଳିଥିବା ସୂଚନା ଅନୁସାରେ ଦେଓଗାଁ ଥାନା ଅନ୍ତର୍ଗତ ସିକୁଆଁ ମୁରସିଂ ରାସ୍ତା ରେ ଫ୍ଲିଫକାର୍ଡ…
Read More...

ତାଲା ବନ୍ଦ ଘରୁ ଲୁଟିଲେ ଦୁର୍ଵୃତ୍ତ

ଗୋପାଳପୁର: ଗୋପାଳପୁର ଥାନା ଇଲାକାରେ ଦିନକୁ ଦିନ ଚୋରି ରାହାଜାନୀ ଭଳି ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଶୁକ୍ରବାର ବିଳମ୍ବିତ ରାତିରେ ରଙ୍ଗେଇଲୁଣ୍ଡା ଗାଁ​‌ରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି। ରଙ୍ଗେଈଲୁଣ୍ଡା…
Read More...

ବିଧାୟକଙ୍କ ପାଇଁ ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମ: ବିଜେଡି ଓ କଂଗ୍ରେସର ବୟକଟ୍

ଭୁବନେଶ୍ଵର: ଆରମ୍ଭ ହେଲା ନୂଆ ବିଧାୟକ ମାନଙ୍କର ପାଠଶାଳା । ବିଧାନସଭାରେ ବିଧାୟକ ମାନଙ୍କ ଦୁଇ ଦିନିଆ ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ।…
Read More...

ବିଧବା ମହିଳାଙ୍କୁ ହତ୍ୟା କରି ଥାନାରେ ଆତ୍ମସର୍ମପଣ କଲା ଅଭିଯୁକ୍ତ

କଟକ: ଆଠଗଡ ତିଗିରିଆ ପାଞ୍ଚଗାଁରେ ଚାଞ୍ଚଲ୍ୟ। ବିଧବା ମହିଳାଙ୍କୁ ହତ୍ୟା କରିବା ପରେ ଥାନାରେ ଆତ୍ମସର୍ମପଣ କଲା ଅଭିଯୁକ୍ତ। ଅଭିଯୁକ୍ତ ଯୁବକ ଜଣକ କାର୍ତ୍ତିକ ସେଠୀ ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ୧୦…
Read More...

ଆମ୍ବୁଲାନ୍ସ ଧକ୍କାରେ ବାଇକ୍ ଚାଳକ ମୃତ: କ୍ଷତିପୂରଣ ଦାବିରେ ରାସ୍ତାରୋକ

ବଲାଙ୍ଗୀର: ୧୦୮ ଆମ୍ବୁଲାନ୍ସ ଧକ୍କାରେ ବାଇକ୍ ଚାଳକ ମୃତ। ସମ୍ବଲପୁର ରାସ୍ତାର ଏନଏଚ୍ ୨୬ ଫାସଡ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ୧୦୮ ଆମ୍ବୁଲାନ୍ସ ଧକ୍କାରେ ବାଇକ୍ ଚାଳକଙ୍କର ମୃତ୍ୟୁ ଘଟିଛି। କ୍ଷତିପୂରଣ…
Read More...

ଆଜିଠୁ ବଦଳିବ ଏସବୁ ରାଶିଙ୍କ ଭାଗ୍ୟ : ଶନିବାର ରାଶିଫଳ

ମେଷ: ଭାଗ୍ୟଶାଳୀ ହେବେ। ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ। ଧର୍ମାତ୍ମା, ପ୍ରବାସ ପ୍ରିୟ, ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହୋଇପାରନ୍ତି। ପ୍ରବଳ ଉଦ୍ୟୋଗୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବୃଷ:…
Read More...

ଟ୍ରାକରୁ ଖସିଲା ସାବରମତି ଏକ୍ସପ୍ରେସ୍: ଯାତ୍ରୀ ସୁରକ୍ଷିତ

ନୂଆଦିଲ୍ଲୀ: ଟ୍ରାକରୁ ଖସିଲା ଟ୍ରେନ୍। ଉତ୍ତରପ୍ରଦେଶରେ ସାବରମତି ଏକ୍ସପ୍ରେସ୍ ଟ୍ରାକରୁ ଖସିଯାଇଛି। କାନପୁର ଭୀମସେନ୍ ଷ୍ଟେସନ ମଝିରେ ଏହି ଅଘଟଣ ଘଟିଛି। ଏକ୍ସପ୍ରେସର ୨୨ଟି ବଗି ଲାଇନ୍ ଚ୍ୟୁତ ହୋଇଥିବା ଜଣାପଡିଛି।…
Read More...

ପାଠ ପଢିବେ ବିଧାୟକ: ଆଜିଠାରୁ ୨ଦିନିଆ ପ୍ରଶିକ୍ଷଣ

ଭୁବନେଶ୍ୱର : ବିଧାନସଭାର ନୂଆ ସମ୍ମିଳନୀ କକ୍ଷରେ ଆଜିଠାରୁ ବିଧାୟକଙ୍କ ପାଇଁ ୨ଦିନିଆ ପ୍ରଶିକ୍ଷଣ ଶିବିର ଆରମ୍ଭ ହେବ। ପ୍ରଶିକ୍ଷଣ ଶିବିରକୁ ନେଇ ଶାସକ ବିଜେପି ଓ ବିରୋଧୀ ଦଳ ମଧ୍ୟରେ ବିବାଦ ତୀବ୍ର ହୋଇଛି। ପ୍ରଶିକ୍ଷଣ…
Read More...

ଲଘୁଚାପ ପ୍ରଭାବରେ ୨୦ ପର୍ଯ୍ୟନ୍ତ ପ୍ରବଳ ବର୍ଷା: ୧୪ ଜିଲ୍ଲାକୁ ସତର୍କତା

ଭୁବନେଶ୍ବର : ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ଏବଂ ତତ୍‌ସଂଲଗ୍ନ ବାଂଲାଦେଶ ଉପକୂଳ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟା…
Read More...

ଛାତ୍ରୀଙ୍କୁ ଅଶ୍ଳୀଳ ବ୍ୟବହାର ଅଭିଯୋଗ : ପ୍ରଧାନଶିକ୍ଷକ ନିଲମ୍ବିତ

ସବଡେଗା : ଆଶ୍ରମ ବିଦ୍ୟାଳୟ ଛାତ୍ରୀ ନିବାସର ଛାତ୍ରୀଙ୍କୁ ଅଶ୍ଳୀଳ ବ୍ୟବହାର କରିବା ଅଭିଯୋଗରେ ସଂପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ କରାଯାଇଛି। ସୁନ୍ଦରଗଡ଼ ଜିଲା ସୀମାନ୍ତ ବାଲିଶଙ୍କରା ବ୍ଲକର…
Read More...

ଝାଡାବାନ୍ତି ଆତଙ୍କ: ଦୁଇ ମୃତ, ୩୫ ଆକ୍ରାନ୍ତ

ବରଗଡ଼ : ବରଗଡ଼ ଜିଲା ଭେଡ଼େନ ବ୍ଲକ ଅନ୍ତର୍ଗତ ଅମଲିପାଲି ଗାଁରେ ଝାଡ଼ାବାନ୍ତି ଆତଙ୍କ। ଝାଡ଼ାବାନ୍ତିରେ ଗୋଟିଏ ପରିବାରର ସ୍ବାମୀ, ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ପରିବାରର ଆଉ ୪ ଜଣ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ…
Read More...

ସାରା ଦେଶରେ ଡାକ୍ତର ଆନ୍ଦୋଳନ: ଜରୁରୀ ଚିକିତ୍ସା ଛାଡ଼ି ଅନ୍ୟ ସବୁ ସେବା ବନ୍ଦ

ଭୁବନେଶ୍ବର/କଟକ : କଲକାତାର ରାଧାଗୋବିନ୍ଦ କର (ଆରଜି କର) ମେଡିକାଲ କଲେଜରେ ଜଣେ ସ୍ନାତକୋତ୍ତର ଛାତ୍ରୀଙ୍କୁ ବଳତ୍କାର ଓ ହତ୍ୟା ଘଟଣା ନେଇ ଦେଶବ୍ୟାପୀ ଆନ୍ଦୋଳନ ତୀବ୍ର ହୋଇଛି। ଭାରତୀୟ ମେଡିକାଲ ସଂଘ ତୀବ୍ର…
Read More...

ଉତ୍ତର ଓଡିଶାରେ ପ୍ରବଳ ବର୍ଷିବ

ଭୁବନେଶ୍ଵର: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ଘୂର୍ଣ୍ଣିବଳୟ ପ୍ରଭାବରେ ଗାଙ୍ଗେୟ ପଶ୍ଚିମବଙ୍ଗରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଦୁଇ ତିନି ଦିନ ମଧ୍ୟରେ ପଶ୍ଚିମ-ଉତ୍ତର ପଶ୍ଚିମ ଆଡକୁ…
Read More...

ଅସଦାଚରଣ ଅଭିଯୋଗ: ପ୍ରଧାନ ଶିକ୍ଷକଙ୍କ ବିରୋଧରେ ରାସ୍ତାରୋକ

ସୁନ୍ଦରଗଡ: ପ୍ରଧାନ ଶିକ୍ଷକଙ୍କ ବିରୋଧରେ ରାସ୍ତାରୋକ। ଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗରେ ରାସ୍ତାରୋକ କରାଯାଇଛି । ଏହାକୁ ନେଇ ସୁନ୍ଦରଗଡ ଜିଲ୍ଲା ବାଲିଶଙ୍କରା ସରକାରୀ ବାଳିକା ଉଚ୍ଚ…
Read More...

ପୋଲ ଉପରେ ୩ ଫୁଟର ପାଣି: ଦୁଇ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ

କେନ୍ଦୁଝର: ଲଗାଣ ବର୍ଷାରେ ବେହାଲ ସ୍ଥିତି। ବ୍ରିଜ୍ ଉପରେ ୩ ଫୁଟର ପାଣି। କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକର ଟେନାର ଓ ଗୁରୁଡିଆ ନାଳର ପୋଲ ଉପରେ ୩ ଫୁଟର ବର୍ଷା ପାଣି  ପ୍ରବାହିତ ହେଉଛି। ଫଳରେ ଦୁଇଟି ପଞ୍ଚାୟତକୁ…
Read More...

ହାତୀ ଘଉଡାଇବାବେଳେ ଦଳିଦେଲା ଦନ୍ତା

ଝାରସୁଗୁଡା: ଦିନକୁ ଦିନ ହାତୀଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି। ହାତୀ-ମଣିଷ ଲଢେଇ ମଧ୍ୟରେ କେତେବେଳେ ମଣିଷର ଜୀବନ ଯାଉଛି ତ କେତେବେଳେ ହାତି ବଳି ପଡୁଛି। ଆଜି ଏଭଳି କିଛି ଘଟଣା ଦେଖିବାକୁ ମିଳିଛି…
Read More...

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର: ଏସବୁ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ଵର: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ଘୂର୍ଣ୍ଣିବଳୟ ପ୍ରଭାବରେ ଗାଙ୍ଗେୟ ପଶ୍ଚିମବଙ୍ଗରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଦୁଇ ତିନି ଦିନ ମଧ୍ୟରେ ପଶ୍ଚିମ-ଉତ୍ତର ପଶ୍ଚିମ ଆଡକୁ…
Read More...

ବୋଲେରୋ-ଟ୍ରକ୍ ଧକ୍କା: ୪ ଆହତ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଟିଟଲାଗଡ ଛକ ନିକଟରେ ବୋଲେରୋ-ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୪ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ଛତିଶଗଡରୁ କିଛି ଯୁବକ ଏକ ବୋଲେରୋ…
Read More...

ହାଇକୋର୍ଟଙ୍କ ନିର୍ଦେଶ : ଗିରଫ ହେବ ଆଉ ଏକ ଜାହାଜ

ପାରାଦୀପ: ପାରାଦୀପରେ ଆଉ ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟଙ୍କ ନିର୍ଦେଶ। ଏଥିପାଇଁ କୁଜଙ୍ଗ ସବ ଜଜ୍ ଙ୍କୁ ମାର୍ସାଲ ରୂପେ ନିଯୁକ୍ତ କରାଯାଇଛି। ହାଇକୋର୍ଟଙ୍କ ଆଦେଶ ନମିଳିବା ପର୍ଯ୍ୟନ୍ତ ଜାହାଜ ପାରାଦୀପ ଛାଡି…
Read More...

ଡାକ୍ତରଙ୍କୁ ଦୁଷ୍କର୍ମ-ହତ୍ୟା ମାମଲା : ଆଜି ଏସୟୁସିଆଇର ୧୨ ଘଣ୍ଟିଆ ବନ୍ଦ ଡାକରା

କଲକାତା: କଲକାତାରେ ଲେଡି ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ତୀବ୍ର ହେଉଛି ପ୍ରତିବାଦ। ଆଜି ପଶ୍ଚିମବଙ୍ଗରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛ ଏସୟୁସିଆଇ। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ…
Read More...

ଶନିବାରଠୁ ଡାକ୍ତରଙ୍କ ଦେଶବ୍ୟାପୀ ଆନ୍ଦୋଳନ

ଭୁବନେଶ୍ଵର: ଶନିବାରଠାରୁ ଡାକ୍ତରଙ୍କ ୨୪ ଘଣ୍ଟିଆ ଦେଶବ୍ୟାପୀ ଆନ୍ଦୋଳନ। କୋଲକାତା ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଆନ୍ଦୋଳନ କରାଯିବ।  ଜରୁରିକାଳୀନ ସେବାକୁ ବାଦ୍ ଦେଇ ସବୁ ଓପିଡି ବନ୍ଦ ରହିବ ।…
Read More...

ଏସସିବିରେ ଦୁଇ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣା : ୩ ଜଣିଆ କମିଟିର ତଦନ୍ତ ଆରମ୍ଭ

କଟକ: କଟକ ଏସସିବି ମେଡିକାଲରେ ଦୁଇ ଜଣ ରୋଗୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣା।  ସ୍ଵାସ୍ଥ୍ୟ ବିଭାଗର ନିର୍ଦେଶ ପରେ ୩ ଜଣିଆ କମିଟି ତଦନ୍ତ ଆରମ୍ଭ କରିଛି।  ଡିଏମଇଟି, ଯୁଗ୍ମ ଡିଏମଇଟି ଓ ଏସସିବି ଅଧିକ୍ଷକଙ୍କ ମିଳିତ ଟିମ୍…
Read More...

ନାକଟିଦେଉଳ ବ୍ଲକ ପ୍ରଶାସନ ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ 

ନାକଟିଦେଉଳ : ଗୁରୁବାର ସ୍ଵାଧୀନତା ଦିବସ। ଏହି ଅବସରରେ ଆଜି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ପ୍ରଶାସନ ପକ୍ଷରୁ  ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ଲକ କାର୍ଯ୍ୟାଳୟ ପରିସରରୁ ଏକ ବାଇକ…
Read More...

ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣା: ଆନ୍ଦୋଳନକୁ ଓହ୍ଲାଇଲେ ଏମ୍ସ ଡାକ୍ତର

ଭୁବନେଶ୍ଵର: କଲକାତାରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା। ଏହାର ପ୍ରତିବାଦରେ ଆଜି ଭୁବନେଶ୍ୱର ଏମ୍ସର ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।  ସିନିୟର୍ ରେସିଡେଣ୍ଟ, ଜୁନିୟର ରେସିଡେଣ୍ଟ ଓ…
Read More...

ବ୍ୟାପୁଛି ଝାଡାବାନ୍ତି, ଗଲାଣି ୮ ଜୀବନ

ଆସିକା: ଗଞ୍ଜାମ ଜିଲା ଆସିକା ବ୍ଲକ ବାଲିସିରା ପଞ୍ଚାୟତ ଅନ୍ତର୍ଗତ କନ୍ଧ ସୁନ୍ଦରାପଲ୍ଲି ଗ୍ରାମରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ୮ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ୩ ଦିନ ମଧ୍ୟରେ ଝାଡ଼ାବାନ୍ତିରେ ଗାଁର…
Read More...

ବିଧାୟକଙ୍କ ଦ୍ୱାରା ଡାକ୍ତରଖାନା ପରିସର ସଫେଇ

ପିପିଲି : ବିଧାୟକ ଆଶ୍ରିତ ପଟ୍ଟନାୟକଙ୍କ ଦ୍ୱାରା ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଆଜି  ସାମୁହିକ ସଫେଇ କରାଯାଇଛି । ବିଧାୟକଙ୍କ ନେତୃତ୍ୱରେ ସ୍ଥାନୀୟ ବିଜେପି କାର୍ଯ୍ୟକର୍ତ୍ତାମାନେ ସ୍ୱଚ୍ଛ ଭାରତ…
Read More...

ପୁଣି ମହଙ୍ଗା ହେଲା ସୁନା: ଜାଣନ୍ତୁ କେତେ ହେଲା ଦର..

ନୂଆଦିଲ୍ଲୀ : ବିଶ୍ବରେ ଦେଖାଦେଇଥିବା ଉତ୍ତେଜନା ପରିସ୍ଥିତି ଓ ଘରୋଇ ଚାହିଦା ବଢ଼ିବା ଫଳରେ ସୁନା ମହଙ୍ଗା ହୋଇଛି। ମଙ୍ଗଳବାର ସୁନା ଦର ୫୦୦ ଟଙ୍କା ବଢ଼ି ୧୦ ଗ୍ରାମ ପିଛା ୭୨,୮୫୦ ଟଙ୍କାରେ ପହଞ୍ଚିଛି। ସୋମବାର ୯୯.୯…
Read More...

ଆଜି ନିଜ କ୍ରୋଧକୁ ନିୟନ୍ତ୍ରଣରେ ନରଖିଲେ ଅସୁବିଧାରେ ପଡି଼ବେ ଏସବୁ ରାଶି : ବୁଧବାର ରାଶିଫଳ

ମେଷ: ବହୁ ବିଦ୍ୟା ପାରଙ୍ଗମ ହୋଇଥିଲେ ମଧ୍ୟ ଯଦି ଲୋକଟି ଦୁର୍ଜନ ହୋଇଥାଏ ତେବେ ତା’ର ସଙ୍ଗ ପରିତ୍ୟାଗ ତୁରନ୍ତ କରିବା ଉଚିତ୍‌। ବିଦେଶ ଯିବାରେ ବିପଦର ସମ୍ମୁଖୀନ ହେବେ। ଦାନ କରିପାରନ୍ତି। ବୃଷ: ପତ୍ନୀ ରୂପବତୀ…
Read More...

ପ୍ରକାଶ ପାଇଲା ବିଜ୍ଞପ୍ତି : ଆସନ୍ତା ୨୨ରେ ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ ପଦ ନିର୍ବାଚନ

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ ଆସନ ଉପନିର୍ବାଚନ ନିମନ୍ତେ ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଧିବଦ୍ଧଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି ।  ଗଞ୍ଜାମ ଜିଲ୍ଲା…
Read More...

ଯାତ୍ରା ପଡିଆରୁ ବାଇକ୍ ଚୋରି

ହରଭଙ୍ଗା : ହରଭଙ୍ଗା ବ୍ଲକ ପୁରୁଣା କଟକ ଥାନା ଅନ୍ତର୍ଗତ ପୁରୁଣାକଟକ ହାଇସ୍କୁଲ ଯାତ୍ରା ପଡିଆ ନିକଟରୁ ଏକ ବାଇକ ଚୋରି ହୋଇଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ରାତିରେ ପୁରୁଣାକଟକ ବଜାରର ବବଲୁ ସାହୁ ନିଜର ହିରୋ…
Read More...

ଖୋଲୁଛି ଗୁମର : ରସିକିଆ ଠକକୁ ଜେରା , ସତ୍ୟଜିତର ଭାଇକୁ ନୋଟିସ

ଭୁବନେଶ୍ବର : ଦିନ ଗଡୁଛି, ରହସ୍ୟ ବଢୁଛି। ଖୋଲୁଛି ରସିକିଆ ପ୍ରେମିକ ସତ୍ୟଜିତ ସାମଲର ଗୁମର। ଏକାଧିକ ମହିଳାଙ୍କୁ ବିବାହ କରିବାକୁ କହି ପ୍ରାୟ ୫୦ଲକ୍ଷ ଟଙ୍କା ସେ ଠକିଥିବା ତଦନ୍ତବେଳେ ପୁଲିସ ଜାଣିବାକୁ ପାଇଛି। ଏହି…
Read More...

ସ୍ତ୍ରୀକୁ ବାଇକ୍‌ ପଛରେ ବାନ୍ଧି ଘୋଷାଡ଼ିଲା ସ୍ଵାମୀ, ଭାଇରାଲ୍ ହେଲା ଭିଡିଓ

ନୂଆଦିଲ୍ଲୀ : ସ୍ତ୍ରୀକୁ ମଦ୍ୟପ ସ୍ବାମୀ ମୋଟର ସାଇକଲ ପଛରେ ବାନ୍ଧି ଘୋଷାଡି ନେବା ଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ରାଜସ୍ଥାନ ନାଗୌର ଜିଲାରେ। ମାସକ ତଳେ ଘଟିଥିବା ଏହି ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବା…
Read More...

ଡାକ୍ତରୀ ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା ଘଟଣା: ହାଇକୋର୍ଟଙ୍କ ନିର୍ଦେଶ, ତଦନ୍ତ ଭାର ନେଲା ସିବିଆଇ

କଲକାତା : ସ୍ଥାନୀୟ ଆର୍‌.ଜି କର ଭେଷଜ ମହାବିଦ୍ୟାଳୟର ଜଣେ ସ୍ନାତକୋତ୍ତର ଡାକ୍ତରୀ ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା କରାଯିବା ଘଟଣାର ସିବିଆଇ ତଦନ୍ତ ନିର୍ଦେଶ ଦେଇଛନ୍ତି କୋଲକାତା ହାଇକୋର୍ଟ। ମଙ୍ଗଳବାର ହାଇକୋର୍ଟ…
Read More...

ଭିଜିଲାନ୍ସ ଜାଲରେ ଡେପୁଟି କଲେକ୍ଟର

ନୀଳଗିରି: ଭିଜିଲାନ୍ସ ଜାଲରେ ଡେପୁଟି କଲେକ୍ଟର। ନୀଳଗିରି ଡେପୁଟି କଲେକ୍ଟର ପରିକ୍ଷିତ ଜେନାଙ୍କ ବାଲିଗୋହିରୀ ସ୍ଥିତ ଭଡା ଘରେ ଭିଜିଲାନ୍ସ ଚଢାଉ ଚାଲିଛି । ଚଢାଉ ବେଳେ ବହୁ ଗୁରୁତ୍ୱପୂର୍ଣ କାଗଜ ପତ୍ର ଯାଞ୍ଚ କରାଯିବା…
Read More...

କିଏ ଯିବେ ରାଜ୍ୟସଭା? ଆଜି ପ୍ରକାଶ ପାଇବ ବିଜ୍ଞପ୍ତି

ଭୁବନେଶ୍ଵର: ଆଜି ପ୍ରକାଶ ପାଇବ ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି। ରାଜ୍ୟସଭା ସାଂସଦ ମମତା ମହାନ୍ତ ଇସ୍ତପା ଦେବା ପରେ ଖାଲି ପଡିଛି ଆସନ। ଆସନ୍ତା ୨୧ ତାରିଖ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରହିଛି। ୨୨…
Read More...

ହାତୀ ଭାଙ୍ଗିଲା ଘର: ମାଆ, ପୁଅ ମୃତ

ସୁନ୍ଦରଗଡ: ଶୋଇଥିବାବେଳେ ଘର ଭାଙ୍ଗିଲା ଦନ୍ତା ହାତୀ। କାନ୍ଥ ତଳେ ଚାପି ହୋଇ ଗର୍ଭବତୀ ମାଆ ଏବଂ ୮ ବର୍ଷୀୟ ପୁଅର ମୃତ୍ୟୁ ଘଟିଛି। ୩ ଝିଅ ଗୁରୁତର ରହିଛନ୍ତି। ସୁନ୍ଦରଗଡ ଜିଲ୍ଲା ବରସୁଆଁ ରେଞ୍ଜ ବାଲିଜୁଡି ଗାଁରେ ଏଭଳି…
Read More...

ବଜ୍ରପାତରେ ୨୩ ଛାତ୍ରଛାତ୍ରୀ ଅସୁସ୍ଥ

ଭଞ୍ଜନଗର : ଗଞ୍ଜାମ ଜିଲା ଭଞ୍ଜନଗର ବ୍ଳକ ଅନ୍ତର୍ଗତ ଗାଲେରି ସରକାରୀ ଉଚ୍ଚ ବିଦ୍ୟାଳୟରେ ମଙ୍ଗଳବାର ଅପରାହ୍ଣରେ ପାଠପଢା ଚାଲିଥିବାବେଳେ ସାଢେ ୧୨ଟାରୁ ଗୋଟାଏ ମଧ୍ୟରେ ବଜ୍ରପାତ ଘଟିବାରୁ ୨୩ ଜଣ ବିଦ୍ୟାର୍ଥୀ ଆହତ…
Read More...

ସକ୍ରିୟ ଘୂର୍ଣ୍ଣିବଳୟ: ୪ ଦିନ ପ୍ରବଳ ବର୍ଷିବ

ଭୁବନେଶ୍ବର : ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୪ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଦକ୍ଷିଣ-ପୂର୍ବ ଓ ଉତ୍ତର-ପୂର୍ବ ବଙ୍ଗୋପସାଗରରେ…
Read More...

ବିଶ୍ଵ ଅଙ୍ଗଦାନ ଦିବସ: ଅଙ୍ଗଦାନ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ପାଇଁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଆଜି ବିଶ୍ଵ ଅଙ୍ଗଦାନ ଦିବସ। ଅଙ୍ଗଦାନର ମହତ୍ତ୍ଵ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଅଗଷ୍ଟ ୧୩ ତାରିଖ ଅର୍ଥାତ୍ ଆଜିର ଦିନକୁ ବିଶ୍ଵ ଅଙ୍ଗଦାନ ଦିବସ ଭାବେ ପାଳନ କରାଯାଏ। ଲୋକଙ୍କୁ ମୃତ୍ୟୁ…
Read More...

ମାନବିକତା ଦେଖାଇଲେ ବିଏସଏଫ୍‌ ଯବାନ

ଫୁଲବାଣୀ : ଦୁର୍ଘଟଣା ରେ ଆହତ ବ୍ୟକ୍ତିଙ୍କୁ ଚିକିତ୍ସା କରାଇ ଜୀବନ ବଞ୍ଚାଇବା ସହ ମାନବିକତାର ପରିଚୟ ଦେଇଛନ୍ତି ବିଏଏସଏଫ ଯବାନ। ଏଭଳି ଦୃଶ୍ୟ ଦେଖୁବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବାଳନ୍ଦାପାଡା…
Read More...

ରାଜସ୍ଥାନରେ ପ୍ରବଳ ବର୍ଷା: ୨୦ ମୃତ, ସ୍କୁଲ ଛୁଟି

ଜୟପୁର: ରାଜସ୍ଥାନରେ ଶନିବାରଠାରୁ ପ୍ରବଳ ବର୍ଷା ଲାଗି ରହିଥିବାବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାଜନିତ ଘଟଣାରେ ୨୦ ଜଣଙ୍କର ପ୍ରାଣହାନି ଘଟିଛି। ବର୍ଷା ଯୋଗୁଁ ଜୟପୁର, କରାଉଲି, ସଓନ୍ବାଇ ମାଧୋପୁର ଏବଂ ଦୌସା ଭଳି…
Read More...

ଆଡପ ପହଣ୍ଡି ଅଘଟଣ : ୩ ଜଣିଆ କମିଟିର ତଦନ୍ତ ଆରମ୍ଭ

ପୁରୀ: ଆଡପ ପହଣ୍ଡି ବେଳେ ବଡ ଠାକୁରଙ୍କୁ ପକାଇ ଦେବା ଘଟଣାରେ ତଦନ୍ତ ଆରମ୍ଭ ହୋଇଛି। ଏକ ତିନି ଜଣିଆ କମିଟି ଘଟଣାରେ ତଦନ୍ତ କରୁଛି। ବଳଭଦ୍ରଙ୍କ ମୁଖ୍ୟ ବାଡ଼ଗ୍ରାହୀ, ଦଇତାପତି, ପ୍ରତିହାରୀ, ଖୁଣ୍ଟିଆ ସେବକ,…
Read More...

ଫାଇଲେରିଆ ନିରାକରଣ ଔଷଧ ଖାଇ ଶିଶୁ ଅସୁସ୍ଥ

ଗଞ୍ଜାମ : ଗଞ୍ଜାମ ବ୍ଲକ ପାଳିବନ୍ଦ ପଂଚାୟତ ଗୋଖରକୁଦା ଗାଁରେ ଅଘଟଣ। ଫାଇଲେରିଆ ନିରାକରଣ ଔଷଧ ସେବନ କରି ଜଣେ ୧୦ ବର୍ଷର ଶିଶୁ ଅସୁସ୍ଥ ହୋଇପଡିଛି। ପରିବାର ବର୍ଗ ତାଙ୍କୁ ଗଞ୍ଜାମ ସହର ସ୍ଥିତ ପ୍ରାଥମିକ…
Read More...

ବିଷାକ୍ତ ସାପ କାମୁଡାରେ ନାବାଳକ ମୃତ

ପାଟଣା: ବିଷାକ୍ତ ସାପ କାମୁଡାରେ ନାବାଳକ ମୃତ । ପାଟଣା ଥାନା ଅନ୍ତର୍ଗତ ସରାସକୋଲା ଗାଁରେ ଅଭାବନୀୟ ଘଟଣା ଘଟିଛି। ବିଷାକ୍ତ ସାପ କାମୁଡାରେ ଜଣେ ନାବାଳକର ମୃତ୍ୟୁ ହୋଇଛି। ମୃତକ ଅମିତ କୁମାର ଦେହୁରୀ ବୋଲି ଜଣାପଡିଛି।…
Read More...

ୟୁକୋ ବ୍ୟାଙ୍କ ଏଟିଏମ୍‌ରୁ ଲକ୍ଷାଧିକ ଟଙ୍କା ଲୁଟ୍‌

ଗୋପାଳପୁର : ୟୁକୋ ବ୍ୟାଙ୍କ ଏଟିଏମ୍ ରୁ ଲକ୍ଷାଧିକ ଟଙ୍କା ଲୁଟ୍‌। ଗୋଳନ୍ଥରା ଥାନା ଅଧୀନସ୍ଥ କନିଷି ହାଟ ଅଞ୍ଚଳରେ ଥିବା ୟୁକୋ ବ୍ୟାଙ୍କର ଏଟିଏମ ମେସିନ କୁ ଲୁଟେରା ଦଳ ଗ୍ୟାସ କଟର ସାହାଯ୍ୟରେ କାଟି ଲକ୍ଷାଧିକ ଟଙ୍କା…
Read More...

ଏହିସବୁ ରାଶିଙ୍କ ପାଇଁ ମଙ୍ଗଳମୟ ହେବ ମଙ୍ଗଳବାର: ଜାଣନ୍ତୁ ଆଜିର ରାଶିଫଳ

ମେଷ: ମାନସିକ ସଂଘାତ ଅନୁଭବ କରିପାରନ୍ତି। ଧୈର୍ଯ୍ୟ, ସାହସ ସଞ୍ଚୟ କରି ଆଶୁ ବିପଦରୁ ଉଧୁରିବା ପାଇଁ ଚେଷ୍ଟା କରିବେ। ଭବ୍ୟ ପ୍ରେରଣା ଆପଣଙ୍କୁ ଅଗ୍ରଗାମୀ କରିପାରେ। ଆଜି ସତର୍କରେ ଚଳିବାକୁ ପଡ଼ିବ। ବୃଷ: ଆଜି ଦିନଟି…
Read More...

ହରଭଙ୍ଗାରେ ଜିଲ୍ଲାପାଳଙ୍କ ଜନଶୁଣାଣି କାର୍ଯ୍ୟକ୍ରମ

ହରଭଙ୍ଗା : ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ପ୍ରାଙ୍ଗଣରେ ବୌଦ୍ଧ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜିର ଅଭିଯୋଗ ଶୁଣାଣି ଶିବିର ନୂତନ ଜିଲ୍ଲାପାଳ ସୁବ୍ରତ କୁମାର…
Read More...

ହରଭଙ୍ଗା ବ୍ଲକ ପକ୍ଷରୁ ” ହରଘର ତ୍ରିରଙ୍ଗା “କାର୍ଯ୍ୟକ୍ରମ

ହରଭଙ୍ଗା: ଚଳିତ ବର୍ଷ ୭୮ତମ ସ୍ୱାଧୀନତା ଦିବସ ପାଳନ କରିବ ସାରା ଦେଶ।  ଏହି ଅବସରରେ ଅଗଷ୍ଟ ୧୩ତାରିଖ ରୁ ୧୫ତାରିଖ ପର୍ଯ୍ୟନ୍ତ ପ୍ରତି ଘରେ ତ୍ରିରଙ୍ଗା ପତାକା ଲଗାଇ ମୋଦିଜୀ ଙ୍କ "ହର ଘର ତ୍ରିରଙ୍ଗା " କାର୍ଯ୍ୟକ୍ରମ…
Read More...

ବଦଳିଲାନି ନିଷ୍ପତ୍ତି, ଅଗଷ୍ଟ ୧୭ରେ ଓଟିଇଟି ପରୀକ୍ଷା

କଟକ : ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି)କୁ ଘୁଞ୍ଚାଇବା ଦାବି ହେଉଥିଲା।  କିନ୍ତୁ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) କର୍ତ୍ତୃପକ୍ଷ ନିଷ୍ପତ୍ତିରେ ପରିବର୍ତ୍ତନ କରିନାହାନ୍ତି। ଅଗଷ୍ଟ ୧୭ରେ…
Read More...

ଆଜି ଜାତୀୟ ରାଜପଥ ନିର୍ମାଣ ସମୀକ୍ଷା ବୈଠକ: ସାମିଲ ହେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସନ୍ଧ୍ୟାରେ ୩ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ମଧ୍ୟ ଦିଲ୍ଲୀ ଗସ୍ତ…
Read More...

ଧରାପଡିଲେ ଶିମିଳିପାଳର ଶିକାରୀ: ବନ ବିଭାଗ କ୍ୟାମେରାରେ କଏଦ ହେଲା ଫଟୋ

ବାରିପଦା : ଶିମିଳିପାଳ ଅଭୟାରଣ୍ୟ ବ୍ୟାଘ୍ର ଦକ୍ଷିଣ ବନ୍ୟପ୍ରାଣୀ ଖଣ୍ଡ ଅନ୍ତର୍ଗତ ପିଠାବଟା ବନ କର୍ମଚାରୀଙ୍କ ଦ୍ୱାରା ସୋମବାର ଚଢଉ କରାଯାଇ ତିନିଜଣ ଶିକାରୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଘର ତଲାସି ବେଳେ ଦୁଇଟି…
Read More...

ଡାକ୍ତର ଆନ୍ଦୋଳନ: ଆଜି ଓପିଡି ସେବା ବନ୍ଦ ଡାକରା

ନୂଆଦିଲ୍ଲୀ: କୋଲକାତା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ତେଜିବାରେ ଲାଗିଛି ଆନ୍ଦୋଳନ। ଫେଡେରେସନ ଅଫ୍ ଅଲଇଣ୍ଡିଆ ମେଡିକାଲ ଆସୋସିଏସନ୍ ଆଜି ଦେଶବ୍ୟାପୀ ଆନ୍ଦୋଳନର ଡାକରା ଦେଇଛି। ସମସ୍ତ ମେଡିକାଲରେ…
Read More...

ବାସନ ମାଜୁଥିବା ବେଳେ ଟାଣି ନେଇଥିଲା କୁମ୍ଭୀର, ମିଳିଲା ମୃତଦେହ

ପଟ୍ଟାମୁଣ୍ଡାଇ: କୁମ୍ଭୀର ଟାଣି ନେଇଥିବା ମହିଳାଙ୍କ ମୃତଦେହ ଉଦ୍ଧାର।  ପେଣ୍ଠପାଳ ନିକଟ ବ୍ରାହ୍ମଣୀ ନଦୀରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି।  ମିଳିଥିବା ସୂଚନା ଅନୁଯାୟୀ ସୋମବାର ଅଳପୁଆଡ଼ିଆ ଗାଁର…
Read More...

ବଜ୍ରପାତ ନେଲା ଜୀବନ: ଜଣେ ମୃତ, ୮ ଗୁରୁତର

କୋଣାର୍କ : ରାମଚଣ୍ଡୀ ଥାନା ଅଧୀନ ଭୁଆଁ ଗାଁରେ ଜମିରେ କାମ କରୁଥିବାବେଳେ ବଜ୍ରପାତ ହେବାରୁ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ଅନ୍ୟ ୮ଜଣ ଆହତ ହୋଇଥିବା ଜଣାପଡ଼ିଛି। ଗ୍ରାମର ବିଜୁନା ପାଣିଙ୍କ ଜମିରେ ସୋମବାର ସକାଳ…
Read More...

ସକ୍ରିୟ ଘୂର୍ଣ୍ଣିବଳୟ: ୧୮ ଯାଏଁ ବର୍ଷା

ଭୁବନେଶ୍ବର : ଝାଡ଼ଖଣ୍ଡ ଓ ପୂର୍ବ ବାଂଲାଦେଶ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଥିବାରୁ ଘୂର୍ଣ୍ଣିବଳୟ ଆସନ୍ତା ୧୮ ତାରିଖ ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବ। କେତେକ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା…
Read More...

ତପନ ମିଶ୍ର ‘ସମାଜ’ର ନୂଆ ସମ୍ପାଦକ, ଗୋପାଳ ମହାପାତ୍ର ଡିଜିଟାଲ ସମ୍ପାଦକ

କଟକ : ବରିଷ୍ଠ ସାମ୍ବାଦିକ ତପନ ମିଶ୍ର ‘ସମାଜ’ର ନୂତନ ସମ୍ପାଦକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଶ୍ରୀ ମିଶ୍ର ‘ସମାଜ’ର ସମ୍ପାଦନା ବିଭାଗରେ ଦୀର୍ଘ ୩୫ ବର୍ଷ କାମ କରିବା ସହ ବାର୍ତ୍ତା ସମ୍ପାଦକ ଭାବେ ଅବସର ଗ୍ରହଣ…
Read More...

ବିତ୍ତିହୋତ୍ର ମହାନ୍ତିଙ୍କ ପରଲୋକ: ୨୦୦୬ରେ ଜର୍ମାନ ସହପାଠୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଚର୍ଚ୍ଚାରେ ଥିଲେ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ବିତ୍ତିହୋତ୍ର ମହାନ୍ତିଙ୍କ ମୃତ୍ୟୁ। କର୍କଟ ରୋଗରେ ପୀଡିତ ହୋଇ ସେ ଭୁବନେଶ୍ଵର ଏମ୍ସରେ ଚିକିତ୍ସିତ ହେଉଥିଲେ। ରବିବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। …
Read More...

ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା: ଜୁନିୟର ଡାକ୍ତରଙ୍କ ବିରୋଧ ପ୍ରଦର୍ଶନ ଜାରି

କଲକାତା : କଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ତେଜୁଛି ପ୍ରତିବାଦ।  ଆଜିଠୁ ସର୍ବଭାରତୀୟ ରେସିଡେନ୍ସ ଡାକ୍ତର ସଂଘ ଆନ୍ଦୋଳନକୁ ଓହ୍ଲାଇଛି। ଜୁନିୟର ଡାକ୍ତରମାନେ ଏହି ଘଟଣାରେ ବିରୋଧ…
Read More...

ଦିଲ୍ଲୀରେ ବର୍ଷା, ବିଭିନ୍ନ ସ୍ଥାନ ଜଳବନ୍ଦୀ

ନୂଆଦିଲ୍ଳୀ: ଦିଲ୍ଲୀ ଓ ଜାତୀୟ ରାଜଧାନୀ ଅଞ୍ଚଳ (ଏନସିଆର)ରେ ରବିବାର ପ୍ରବଳ ବର୍ଷା ହୋଇଛି। ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଛି। ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। କେନ୍ଦ୍ର…
Read More...

ବିଜୁ ଜନତା ଦଳର ଜୋନସ୍ତରୀୟ କର୍ମୀ ସମ୍ମିଳନୀ

ହରଭଙ୍ଗା :ନିର୍ବାଚନ ପରେ ଆଜି ପ୍ରଥମ ଥର ପାଇଁ ବିଜୁ ଜନତା ଦଳ ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ସଂଗଠନ ସଜାଡ଼ିବା ପ୍ରକ୍ରିୟା ଆରମ୍ଭ କରିଛି ।  ରବିବାର ହରଭଙ୍ଗା ବହୁମୁଖୀ ବନ୍ୟା ଆଶ୍ରୟ ସ୍ଥଳୀଠାରେ ୯ନଂ ଜୋନ ସ୍ତରୀୟ…
Read More...

ଭୈରବୀଙ୍କ ଆଶୀର୍ବାଦ ଭିକ୍ଷା କଲେ ନୂତନ ଜିଲ୍ଲାପାଳ

ହରଭଙ୍ଗା : ରବିବାର ବୌଦ୍ଧରେ ନୂତନ ଜିଲ୍ଲାପାଳ ଭାବେ ସୁବ୍ରତ କୁମାର ପଣ୍ଡା ଦାୟିତ୍ୱ ଗ୍ରହଣ କରିଛନ୍ତି। ଭୁବନେଶ୍ୱରରୁ ବୌଦ୍ଧ ଯିବା ବାଟରେ ହରଭଙ୍ଗା ବ୍ଲକ ପୁରୁଣାକଟକସ୍ଥିତ ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ…
Read More...

ଚାକିରି କ୍ଷେତ୍ରରେ ପଦୋନ୍ନତି ହେବ: ସୋମବାର ରାଶିଫଳ

ମେଷ: ସମ୍ବେଦନା ସହିତ ଯୋଡ଼ିହେଲେ ସେବାର ମହତ୍ତ୍ବ ଉପଲବ୍ଧ ହେବ। ଜଣେ ସଚ୍ଚା ସେବକ ଭାବେ ଉଚ୍ଚ ସମ୍ମାନର ଅଧିକାରୀ ହେବେ। ବ୍ୟବସାୟ ଲାଭପ୍ରଦ ହେବ। ଧୈର୍ଯ୍ୟବାନ୍‌ ହେବେ। ବୃଷ: ଭ୍ରାତୃପ୍ରେମରେ ଅନୁବନ୍ଧିତ…
Read More...

ଆଜି ଶୁଖିଲା ରହିବ ପାଗ: ମଙ୍ଗଳବାର ପୁଣି ବଢିବ ବର୍ଷା

ଭୁବନେଶ୍ଵର: ଆଜି ଶୁଖିଲା ରହିବ ପାଗ।  ମଙ୍ଗଳବାର ପୁଣି ବଢିବ ବର୍ଷା। ଆସନ୍ତାକାଲି ପାଇଁ ୧୮ଟି ଜିଲ୍ଲାକୁ ଜାରି ହୋଇଛି ୟେଲୋ ସତର୍କତା। ଭଦ୍ରକ, ବାଲେଶ୍ଵର, ମୟୁରଭଞ୍ଜ, କେନ୍ଦ୍ରାପଡା, ଯାଜପୁର, କେନ୍ଦୁଝର ,…
Read More...

ଆଦେଶ୍ୱର ବାବାଙ୍କ ନିକଟରେ ଜଳଲାଗି କଲେ ବୋଲବମ ଭକ୍ତ

ହରଭଙ୍ଗା : ଆଜି ଶ୍ରାବଣ ମାସର ଚତୁର୍ଥ ସୋମବାର। ଏହି ଅବସରରେ ହରଭଙ୍ଗା ଗାଁର ପାଖାପାଖି ୨୦ଜଣ ବୋଲବମ ଭକ୍ତ ମହାନଦୀରୁ ରୀତିନୀତି ଅନୁସାରେ ପୂଜାର୍ଚନା ସାରି ଗାଁର ଆଦେଶ୍ୱର ବାବାଙ୍କ ମନ୍ଦିରରେ ଜଳଲାଗି କରିଛନ୍ତି।…
Read More...

ବିହାର ସିଦ୍ଧନାଥ ମନ୍ଦିରରେ ଦଳାଚକଟା: ୭ ମୃତ, ୯ ଗୁରୁତର

ନୂଆଦିଲ୍ଲୀ: ବିହାର ଜେହନାବାଦ ଜିଲ୍ଲାର ବାବା ସିଦ୍ଧନାଥଙ୍କ ମନ୍ଦିରରେ ଅଘଟଣ ଘଟିଛି।  ଦଳାଚକଟାରେ ୭ ଜଣଙ୍କର ମୃତ୍ୟୁ ହୋଇଛି। ଆଜି ଶ୍ରାବଣ ମାସର ଚତୁର୍ଥ ସୋମବାର ଥିବାରୁ ମନ୍ଦିରରେ ଜଳଲାଗି ଓ ପୂଜା କରିବା ଲାଗି…
Read More...

ଶ୍ରାବଣ ମାସର ଚତୁର୍ଥ ସୋମବାର: ମହାଦେବଙ୍କୁ ଜଳଲାଗି କରୁଛନ୍ତି କାଉଡିଆ

ଭୁବନେଶ୍ଵର: ଆଜି ଶ୍ରାବଣ ମାସର ଚତୁର୍ଥ ସୋମବାର। ଏହି ଅବସରରେ ଜଳଲାଗି ପାଇଁ ଶିବ ମନ୍ଦିରରେ କାଉଡିଆଙ୍କ ର ଭିଡ ଲାଗିଛି। ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ଶିବ ମନ୍ଦିରରେ ଶ୍ରଦ୍ଧାଳୁମାନେ ପ୍ରବଳ ଭିଡ ଜମାଇଛନ୍ତି।…
Read More...

ବର୍ଷକ ପରେ ଜଙ୍ଗଲରୁ ଠାବ ହେଲା ନିଖୋଜ ଯୁବତୀଙ୍କ କଙ୍କାଳ

ସାନଖେମୁଣ୍ଡି : ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତ ଅନ୍ତର୍ଗତ ବୃନ୍ଦାବନପୁର ଗ୍ରାମ ନିକଟସ୍ଥ ଖାରୀ ପାହାଡ଼ ଜଙ୍ଗଲରୁ ରବିବାର ସକାଳୁ ପୁଲିସ ବୃନ୍ଦାବନପୁର ଗ୍ରାମର ଅନୀତା ନାୟକଙ୍କ କଙ୍କାଳ…
Read More...

ନଦୀରେ ଭାସିଗଲା କାର୍‌: ପରିବାରର ୯ ମୃତ, ୨ ନିଖୋଜ

ହୋସିଆରପୁର : ପଞ୍ଜାବର ହୋସିଆରପୁର ନିକଟରେ ରବିବାର ଗୋଟିଏ କାର (ଏସୟୁଭି) ନଦୀ ସ୍ରୋତରେ ଭାସିଯିବାରୁ ସେଥିରେ ଯାତ୍ରା କରୁଥିବା ଗୋଟିଏ ପରିବାରର ୯ ଜଣ ସଦସ୍ୟ ପ୍ରାଣ ହରାଇଛନ୍ତି। ଅନ୍ୟ ୨ ଜଣ ନିଖୋଜ ଥିବା…
Read More...

ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ

ଭୁବନେଶ୍ବର: ଆଜି (ସୋମବାର)ରେ ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନ ଶୁଣାଣି ତଥା ଅଭିଯୋଗ ଶୁଣାଣି ବନ୍ଦ ରହିବ। ଭୁବନେଶ୍ୱର, ୟୁନିଟ ୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ…
Read More...

ଡବଲ ମର୍ଡର ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ: ଡିସିପି ପ୍ରତୀକ ସିଂ

ଭୁବନେଶ୍ଵର: ରାଜଧାନୀ ଡବଲ ମର୍ଡର ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ। କଲ୍ୟାଣୀ ପ୍ଲାଜା ଆପାର୍ଟମେଣ୍ଟରେ ଗାଡି ପାର୍କିଂରୁ ଏହି ହତ୍ୟାକାଣ୍ଡ ଘଟିଥିଲା। ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ପ୍ରଦୀପକୁ ପୁରୀରୁ…
Read More...

ଜଙ୍ଗଲରୁ ଖପୁରୀ, ହାଡ ଜବତ, ପାଖରେ ପଡିଛି ସାଇକେଲ

ଗଞ୍ଜାମ: ଗଞ୍ଜାମ ପାଟପୁର ଥାନା ବୃନ୍ଦାବନପୁର ଗାଁ ନିକଟ ଜଙ୍ଗଲରୁ ଖପୁରୀ ଓ ହାଡ ଜବତ ହୋଇଛି। ଆଜି ସକାଳୁ ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପାଟପୁର ଥାନା ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଖପୁରୀ ହାଡ…
Read More...

ଆଳୁ ଟ୍ରକ୍ ଜଗିବାକୁ ଲାଗିଲା ସିସି ଟିଭି

ପଶ୍ଚିମବଙ୍ଗ:ଆଳୁ ଟ୍ରକ ଜଗିବାକୁ ଲାଗିଲା ସିସି ଟିଭି। ପ୍ରଥମେ ଆଳୁ ଟ୍ରକ ଛାଡିଲେନି ଆଉ ଏବେ ଗଳା ବାଟରେ ଆଳୁ ଟ୍ରକ ଆସୁଥିବା ଖବର ପାଇ ସିସି ଟିଭି ଲଗାଇଲେ ପଶ୍ଚିମବଙ୍ଗ ସରକାର। ଓଡିଶା ପଶ୍ଚିମବଙ୍ଗ ସୀମା ନୀଳଦା…
Read More...

ଚାହୁଁ ଚାହୁଁ ଲାଗିଗଲା ଡିଜେଲ୍ କଣ୍ଟେନରରେ ନିଆଁ

ଢେଙ୍କାନାଳ: ଚାହୁଁ ଚାହୁଁ ଲାଗିଗଲା ଡିଜେଲ କଣ୍ଟେନରରେ ନିଆଁ। ଢେଙ୍କାନାଳରେ ୫୫ ନଂ ଜାତୀୟ ରାଜପଥ ଆନନ୍ଦନଗରରେ ଡିଜେଲ କଣ୍ଟେନରରେ ନିଆଁ ଲାଗିଯାଇଛି। ପାରାଦୀପରୁ ମୁମ୍ବାଇ ଯାଉଥିବା ଏହି କଣ୍ଟେନରର ଇଞ୍ଜିନ୍ ପାଖରେ…
Read More...

ବାଂଲାଦେଶୀ ସନ୍ଦେହରେ ୬ ଅଟକ

ଭଦ୍ରକ: ଅଟୋରେ ଯାଉଥିବାବେଳେ ବାଂଲାଦେଶୀ ସନ୍ଦେହରେ ୬ ଜଣକୁ ଅଟକ ରଖି ପୁଲିସର ଜିମା ଦେଲେ ସ୍ଥାନୀୟ ଲୋକ। ଯାହାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଥିଲା । ଆଜି ସକାଳେ ବାସୁଦେବପୁର ବଜାରର ହାଇସ୍କୁଲ ଛକ…
Read More...

ଲକ୍ଷ୍ମୀପୁରରେ ସବୁଜ ଭାରତ ପକ୍ଷରୁ ଚାରା ବଣ୍ଟନ

ଲକ୍ଷ୍ମୀପୁର : କୋରାପୁଟ ଜିଲା ଲକ୍ଷ୍ମୀପୁରଠାରେ ଥିବା ସବୁଜ ଭାରତ ସଙ୍ଗଠନ ପକ୍ଷରୁ ଲୋକମାନଙ୍କୁ ଚାରା ବଣ୍ଟନ କରାଯାଇଛି । ଏହି ଅଞ୍ଚଳରେ ଗଛ ମଣିଷ ଭାବେ ପରିଚିତ ସଂଗଠନର ମୁଖ୍ୟ ଗୋପେଶ୍ଵର ଗରଡାଙ୍କ ଦ୍ବାରା ଶନିବାର…
Read More...

ପ୍ରଧାନ ଶିକ୍ଷକଙ୍କ ଅଶାଳୀନ ବ୍ୟବହାର ଅଭିଯୋଗ: ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ 

ଆରଡି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ପାରଡିଆ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ଅଶାଳୀନ ବ୍ୟବହାରକୁ ନେଇ ସ୍କୁଲରେ ତାଲା ପକାଇଲେ ଅଭିଭାବକ ଓ  ଗ୍ରାମବାସୀ। କ୍ୟାମ୍ପସରେ ଥିବା ଅନ୍ୟ ଉଚ୍ଚ…
Read More...

ବସ୍ତି ବାସିନ୍ଦାଙ୍କୁ ଜମି ପଟ୍ଟା ପ୍ରଦାନ ଉପରେ ଗୁରୁତ୍ବ ଦେଲେ ରାଜସ୍ଵ ମନ୍ତ୍ରୀ

ବୁର୍ଲା : ବୁର୍ଲା ସହରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।  ବୁର୍ଲା ପାୱାର ଚେନାଲ ବ୍ରିଜ ଛକଠାରୁ ବୁର୍ଲା ବିଜେପି କର୍ମୀ ମାନଙ୍କ ତରଫରୁ…
Read More...

ଡବଲ ମର୍ଡର ଘଟଣା: ଦୁଇ ଗିରଫ, ପୁରୀରୁ ଠାବ ହେଲା ବାଇକ୍

ଭୁବନେଶ୍ଵର: ଗାଡି ପାର୍କିଂକୁ ନେଇ ରାଜଧାନୀରେ ଡବଲ ମର୍ଡର ଘଟଣା । ଏୟାରଫିଲ୍ଡ ଥାନା ଅନ୍ତର୍ଗତ ହାଇଟେକ୍ ଆପାର୍ଟମେଣ୍ଟ ନିକଟ କଲ୍ୟାଣୀ ପ୍ଲାଜାରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା। ତେବେ ପୁଲିସ୍ ଏହି ଘଟଣାରେ ସମ୍ପୃକ୍ତ…
Read More...

ଆରପାରିରେ ପୂର୍ବତନ ବୈଦେଶିକ ମନ୍ତ୍ରୀ କେ.ନଟବର ସିଂ

ନୂଆଦିଲ୍ଲୀ: ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ କେ.ନଟବର ସିଂଙ୍କ ପରଲୋକ ହୋଇଛି। ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା। ଦୀର୍ଘଦିନ ଧରି…
Read More...

ଆସିଲା ନଦୀ ପାଣି, ବୁଡାଇଲା ଚାଷ ଜମି

ପୁରୀ: ଗତ କିଛି ଦିନ ହେବ ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିଲା। ଅନେକ ସ୍ଥାନରେ ଘର ଭିତରେ ପାଣି ପଶିବା ସହ ରାସ୍ତା ଘାଟରେ ମଧ୍ୟରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମିଥିଲା। ଲଗାଣ ବର୍ଷା ଜନଜୀବନକୁ ପୁରା ଅସ୍ତବ୍ୟସ୍ତ…
Read More...

ପୁଲିସ୍ ଉପରକୁ ଗୋରୁ ମାଫିଆଙ୍କ ଗୁଳିମାଡ

କେନ୍ଦୁଝର:ପୁଲିସ୍ ଉପରକୁ ଗୋରୁ ମାଫିଆଙ୍କ ଗୁଳିମାଡ। କେନ୍ଦୁଝର ପଣ୍ଡାପଡା ଥାନା ଅଞ୍ଚଳରେ ପୁଲିସ୍ ଓ ଗୋରୁ ମାଫିଆ ମୁହାଁମୁହିଁ ହୋଇଛନ୍ତି। ଗୋରୁ ଗାଡିକୁ ଅଟକାଇବାବେଳେ ଦୁର୍ବୃତ୍ତମାନେ ଗୁଳିମାଡ କରିଛନ୍ତି । ପୁଲିସ୍…
Read More...

ବଜ୍ରପାତ ନେଲା ଦୁଇ ଚାଷୀଙ୍କ ଜୀବନ, ଜଣେ ଗୁରୁତର

ସୋର : ବଜ୍ରପାତରେ ଦୁଇ କୃଷି ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ବାଲେଶ୍ବର ଜିଲା ସୋର ବ୍ଲକ ଗୋପୀନାଥପୁର ପଞ୍ଚାୟତ ରାଇପୀତାମ୍ବର ଗାଁର ବସନ୍ତ ଦାସ,…
Read More...

ଆଜିଠୁ କମିବ ବର୍ଷା: ୧୪ରୁ ପୁଣି ବଢିବ

ଭୁବନେଶ୍ୱର: ଆସନ୍ତା ୩ଦିନ ପର୍ଯ୍ୟନ୍ତ ବିଜୁଳି ଘଡଘଡି ସହ କେତେକ ସ୍ଥାନରେ କାଁ ଭାଁ ବର୍ଷା ହୋଇପାରେ ।  କିନ୍ତୁ ୧୪ ତାରିଖ ବେଳକୁ ବର୍ଷାର ପରିମାଣ ବଢିବା ସମ୍ଭାବନା ରହିଛି ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ…
Read More...

ନଭେମ୍ବରରୁ ଜିଲା ଗସ୍ତ କରିବେ ନବୀନ

ଭୁବନେଶ୍ବର : ଆସନ୍ତା ନଭେମ୍ବରରୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ବିଭିନ୍ନ ଜିଲା ଗସ୍ତ କରିବେ। ସେଠାରେ କର୍ମୀ ସମ୍ମିଳନୀ, ସଭା ଭଳି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏନେଇ ସୂଚନା ଦେଇଛନ୍ତି ବିଜେଡି ସମନ୍ବୟ…
Read More...

ପାରିବାରିକ ଜୀବନ ସୁଖମୟ ହେବ: ଶନିବାର ରାଶିଫଳ

ମେଷ: ଆଜି ଦିନରେ ଆପଣଙ୍କୁ ସତର୍କତାର ସହ ଚଳିବାକୁ ପଡ଼ିବ। ଆପଣଙ୍କ ଗୃହପାଳିତ ଜୀବମାନଙ୍କ ମଧ୍ୟରୁ କେହି କାମୁଡ଼ା ପ୍ରକୃତିର ହେଉଥିବାବେଳେ କେହି ମାରଣା ପ୍ରକୃତିର ହେବେ। ବୃଷ: ଆପଣ ଭାଗ୍ୟବାନ୍‌ ହେବେ। କନ୍ୟା…
Read More...

୬ ଥାକିଆ ଭୁବନେଶ୍ଵର-ପୁରୀ ରାସ୍ତାକୁ ରାଜ୍ୟର ଅନୁମୋଦନ

ଭୁବନେଶ୍ଵର: ଭୁବନେଶ୍ଵର-ପୁରୀ ଏକ୍ସପ୍ରେସ୍ ଓ୍ବେ ବା ସବୁଜ ରାସ୍ତା ନିର୍ମାଣ କରାଯିବ। ୬ ଟିକିଆ ସବୁଜ ଏକ୍ସପ୍ରେସ୍ ସହିତ ଉଭୟ ପାର୍ଶ୍ବରେ ଦୁଇ ଟିକିଆ ସେବା ସଡକ ନିର୍ମାଣ ହେବ। ଏହି ସଡକ ନିର୍ମାଣ ପ୍ରସ୍ତାବକୁ ରାଜ୍ୟ…
Read More...

ନିଟ୍‌-ପିଜି ପରୀକ୍ଷା ଘୁଞ୍ଚାଇବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଆସନ୍ତା ୧୧ରେ ଅନୁଷ୍ଠିତ ହେବାକୁ ଥିବା ନିଟ୍‌-ପିଜି ପରୀକ୍ଷା ଘୁଞ୍ଚାଇବାକୁ ଯେଉଁ ଆବେଦନ କରାଯାଇଥିଲା, ତାହାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ,…
Read More...

ଏଥର ଗାନ୍ଧୀମାର୍ଗରେ ହେବ ସ୍ୱାଧୀନତା ଦିବସ ପରେଡ୍‌: ରବିବାରଠାରୁ ଅଭ୍ୟାସ

ଭୁବନେଶ୍ବର : ସ୍ୱାଧୀନତା ଦିବସ ପରେଡ୍‌ ସ୍ଥାନ ବଦଳିଛି। କୋଭିଡ ପରଠାରୁ ଏହା ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେଉଥିଲା। ଚଳିତ ବର୍ଷ ପୁଣିଥରେ ଗାନ୍ଧୀମାର୍ଗକୁ ଫେରୁଛି। ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପରେଡ୍‌ରେ…
Read More...

ଠକେଇ ଅଭିଯୋଗରେ ଶିକ୍ଷୟିତ୍ରୀ ଗିରଫ, ସ୍ଵାମୀ ଫେରାର୍‌

କେନ୍ଦୁଝର: ଠକେଇ ଅଭିଯୋଗ, ଶିକ୍ଷୟିତ୍ରୀ ଗିରଫ। ଆନନ୍ଦପୁରରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଚାକିରି ଦେବା ନାଁରେ ଜଣେ ଶିକ୍ଷୟିତ୍ରୀଙ୍କ ନାଁରେ ଠକେଇ ଅଭିଯୋଗ ହୋଇଛି। ଶିକ୍ଷୟିତ୍ରୀ ଜଣକ ଜଣେ ଯୁବତୀଙ୍କଠାରୁ ୫…
Read More...

ନଦୀରେ ଭାସିଗଲେ ବୃଦ୍ଧ! ସନ୍ଧାନୀ ଜାରି

ଗୁଡଭେଲା: ତୁଷୁରା ଥାନା ଅନ୍ତର୍ଗତ ଗୁଡଭେଲା ଗାଁରେ ଅଭାବନୀୟ ଘଟଣା ଘଟିଛି।  ଜଣେ ବୃଦ୍ଧ ନଦୀରେ ଭାସି ଯାଇଥିବା ସନ୍ଦେହ କରାଯାଉଛି।  ମିଳିଥିବା ସୂଚନା ଅନୁଯାୟୀ ଗୁଡଭେଲାର ରଘୁନାଥ ରଣା ନାମକ ଜଣେ ବ୍ୟକ୍ତି ଶୁକ୍ରବାର…
Read More...

ବ୍ରାଜିଲରେ ବିମାନ ଦୁର୍ଘଟଣା: ୬୨ ମୃତ

ବ୍ରାସିଲିଆ: ବ୍ରାଜିଲର ସାଓ ପାଓଲୋ ପ୍ରଦେଶରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୬୨ ଜଣଙ୍କର ମୃ୍ତ୍ୟୁ ହୋଇଥିବା ସୂଚନା ମିଳିଛି। ଭୋଓପାସ୍ ଲିନହାସ ଏୟାରସ୍ ଦ୍ଵାରା ପରିଚାଳିତ ଏଟିଆରି-୭୨ ବିମାନ କାସକାଭେଲରୁ…
Read More...

୧୩ରୁ ଉତ୍ତର ଓଡ଼ିଶାରେ ବଡ଼ ବର୍ଷା: ସୁନ୍ଦରଗଡ଼, ଝାରସୁଗୁଡ଼ାକୁ ସତର୍କ ସୂଚନା

ଭୁବନେଶ୍ବର : ଦକ୍ଷିଣ ଝାଡ଼ଖଣ୍ଡ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାସହିତ ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁଜନିତ ନିମ୍ନଚାପରେଖା ଦକ୍ଷିଣ-ପୂର୍ବ ଏବଂ ପୂର୍ବ-କେନ୍ଦ୍ରୀୟ…
Read More...