www.samajalive.in
Sunday, December 7, 2025
23.1 C
Bhubaneswar

ଲାଇଭ ସୋ’ରେ ଶାନ୍‍ଙ୍କ ଉପରେ ଆକ୍ରମଣ

ମୁମ୍ବଇ : ବଲିଉଡ ଗାୟକ ଶାନ୍‍ ଅକ୍ଟୋବର ୨୮ ତାରିଖରେ ଆସାମର ରାଜଧାନୀ ଗୁହ୍ୱାଟିରେ ଏକ ଲାଇଭ କନସର୍ଟ କରୁଥିବା ସମୟରେ ତାଙ୍କ ଉପରେ ଆକ୍ରମଣ ହୋଇଛି। ଗାୟକ ଶାନ୍‍ ମଞ୍ଚରେ ବଙ୍ଗାଳି ଗୀତ ଗାଇବା ସମୟରେ କିଛି ଦର୍ଶକ ତାଙ୍କୁ ଏହା ପଶ୍ଚିମବଙ୍ଗ ନୁହଁ ଏହା ଆସାମ ବୋଲି କହି ବିରୋଧ କରିଥିଲେ। ମିଳିଥିବା ସୂଚନା ଅନୁସାରେ ଶାନ୍‍ଙ୍କୁ ଜଣେ ଦର୍ଶକ ପଥର ଏବଂ କାଗଜ ଗୋଳା କରି ପକାଇଥିଲେ। ଏହପରେ ଶାନ୍‍ ସୋ’ ମଝିରୁ ମଞ୍ଚରୁ ପଳାଇଯାଇଥିଲେ। କାର୍ଯ୍ୟକର୍ତ୍ତା ଆୟୋଜନକାରୀ ମାନେ ଶାନ୍‍ଙ୍କୁ ଏହି ଘଟଣା ପାଇଁ କ୍ଷମା ପାର୍ଥନା କରିବା ସହ ଗଣ୍ଡଗୋଳ କରୁଥିବା ଲୋକମାନଙ୍କ ବିରୋଧରେ ଦୃଷ୍ଟ କାର୍ଯ୍ୟାନୁଷ୍ଠାନ ପାଇଁ ସେ କହିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories