www.samajalive.in
Tuesday, November 18, 2025
16.1 C
Bhubaneswar

ପବନରେ ଚାଲୁଛି ଗାଡି ! ଅଜବ ବାଇକର ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ପୁଅମାନଙ୍କୁ ବାଇକ୍ ବହୁତ ପସନ୍ଦ । ନୂଆ ନୂଆ ମଡେଲ ବାଇକ୍ କିଣିବା ପାଇଁ ଯୁବପିଢି ବହୁତ ପସନ୍ଦ କରନ୍ତି । କିଛି ଯୁବକ ନିଜ ବାଇକକୁ ମୋଡିଫାଏ ମଧ୍ୟ କରାଇଥାନ୍ତି । ଏମିତି ଏକ ବାଇକ ଏବେ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳୁଛି । ଜଣେ ଯୁବକ ଏକ ବାଇକ ଚଲାଉଛନ୍ତି ଯେଉଁଥିରେ ପେଡାଲ ନାହିଁ କିମ୍ବା ପେଟ୍ରୋଲ ମଧ୍ୟ ପଡୁନି । ବାଇକଟି ପବନରେ ଗଡୁଛି ବୋଲି ସେ କହୁଛନ୍ତି । ଏହି ଦୃଶ୍ୟର ଭିଡିଓଟି ଭାଇରାଲ ହେବାରେ ଲାଗିଛି ।

 

View this post on Instagram

 

A post shared by Vasu N Patel (@vasu_n_patel)

- Advertisement -

ବାଇକରେ ଇଞ୍ଜିନ ଦେଖାଯାଉନି । ନିକଟରେ ଯାଉଥିବା ଅନ୍ୟ ୨ ଜଣ ଯୁବକ ତାଙ୍କୁ ବାଇକ ସମ୍ପର୍କରେ ପଚାରୁଛନ୍ତି । ସେ କହୁଛନ୍ତି କି ଏହା ପବନରେ ଚାଲୁଛି । ଭିଡିଓ ଦେଖିବା ପରେ ସମସ୍ତଙ୍କ ମନରେ ସେହି ସମାନ ପ୍ରଶ୍ନ ଯେ ବାଇକ କେଉଁଥିରେ ଚାଲୁଛି । ଭିଡିଓରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ୟୁଜର୍ । କିଛି ୟୁଜର କହୁଛନ୍ତି କି ସେ ପ୍ରଥମେ କିଛି ବାଟ ପର୍ଯ୍ୟନ୍ତ ଠେଲି ଠେଲି ଶେଷରେ ଗଡାଣି ଦେଖି ବାଇକରେ ବସି ଭିଡିଓ କରିଛନ୍ତି । କାରଣ ବିନା ଇଞ୍ଜିନରେ ବାଇକ ଗଡିବା ସମ୍ଭବ ନୁହେଁ ।

Hot this week

ଯାଜପୁର ଜିଲା ଜଖପୁର ଜଙ୍କସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

ସମାଜଲାଇଭ ଡେସ୍କ: ଯାଜପୁର ଜିଲା ଜଖପୁର ଜଙ୍କସନରେ ସୋମବାର ରାତିରେ ଏକ...

ପରଲୋକରେ ତାରକା କଣ୍ଠଶିଳ୍ପୀ ହ୍ୟୁମାନ୍‌‌ ସାଗର

କଟକ: ଓଡ଼ିଆ ସଙ୍ଗୀତ ଜଗତର ଉଦୀୟମାନ ଗାୟକ ତଥା ତାରକା କଣ୍ଠଶିଳ୍ପୀ...

୫୦ ବର୍ଷ ପରେ ପ୍ରେକ୍ଷାଳୟକୁ ଫେରୁଛି ‘ଶୋଲେ’

ମୁମ୍ବାଇ ୧୭/୧୧: ଭାରତୀୟ ସିନେମାର କ୍ଲାସିକ୍ ଫିଲ୍ମ "ଶୋଲେ" ପୁଣି ଥରେ ବଡ଼...

ଷ୍ଟେସନରୁ ୮ ଶ୍ରମିକ ଓ ୫ ଶିଶୁ ଉଦ୍ଧାର, ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ରେଳ ଷ୍ଟେସନ ଅଞ୍ଚଳରୁ ୮ଜଣ ଦାଦନ ଶ୍ରମିକଙ୍କ ସହ...

ଦିଲ୍ଲୀ ବିସ୍ଫୋରଣ: ସହଯୋଗୀ ଷଡ଼ଯନ୍ତ୍ରକାରୀ ଆତଙ୍କୀ ଗିରଫ

ସମାଜଲାଇଭ ଡେସ୍କ: ଦିଲ୍ଲୀ ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ସହଯୋଗୀ...

Related Articles

Popular Categories