www.samajalive.in
Sunday, December 7, 2025
14.1 C
Bhubaneswar

ନାଗ ଚତୁର୍ଥୀରେ ନାଗ ଦେବତାଙ୍କୁ ପୂଜାର୍ଚ୍ଚନା

ପଦ୍ମପୁର: ମନସ୍କାମନା ପୂର୍ଣ ଓ ନାଗଦେବତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ନାଗ ଚତୁର୍ଥୀରେ ପୂଜାର୍ଚ୍ଚନା କରିଛନ୍ତି। ଦୀପାବଳୀର ପଞ୍ଚମ ଦିନରେ ନାଗ ଚତୁର୍ଥୀ ପଡେ ଏହି ଦିନ ସାପ ବିଳା ରେ ନାଗ ଦେବତାକୁ କ୍ଷୀର ଓ ଅଣ୍ଡା ଦେଇ ପୂଜାର୍ଚ୍ଚନା କରିବାର ବିଧି ରହିଛି।  ତେଣୁ ମହିଳା ଓ ସପରିବାର ନାଗ ଦେବତା ରହୁଥିବା ବିଳା ନିକଟରେ ପହଞ୍ଚି କ୍ଷୀର, ଅଣ୍ଡା ଧୂପ ଦୀପ ଦେଇ ପୂଜାର୍ଚ୍ଚନା କରିଥିଲେ।

କେହି କେହି ଶିବମନ୍ଦିରକୁ ଯାଇ ମଧ୍ୟ ପୂଜାର୍ଚ୍ଚନା କରାଯିବାର ଦେଖିବାକୁ ମିଳିଥିଲା। ଏହି ବର୍ଷ ତିଥିରେ ଦୁଇଦିନ ନାଗ ଚତୁର୍ଥୀ ପଡ଼ୁଥିବାରୁ ପଦ୍ମପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ଓ ଶିବ ମନ୍ଦିର ଗୁଡିକରେ ନାଗଚତୁର୍ଥୀ ପାଳନ କରୁଥିବାର ଦେଖିବାକୁ ମିଳିଥିଲା।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories