www.samajalive.in
Tuesday, December 9, 2025
15.1 C
Bhubaneswar

ଋଷୀୟ ପର୍ଯ୍ୟଟକଙ୍କୁ ଆକ୍ରମଣ ସହ ଲୁଟ୍

ରାଉରକେଲା: ରାଉରକେଲା ରେଳ ଷ୍ଟେସନ ନିକଟବର୍ତ୍ତୀ ହୋଟେଲ ଅମର୍ ଭବନ ନିକଟରେ ଜଣେ ରୁଷୀୟ ପର୍ଯ୍ୟଟକଙ୍କୁ ଆକ୍ରମଣ କରାଯାଇଛି। ପର୍ଯ୍ୟଟକ ନାଁ ହେଉଛି ରୋମାନ।

ସୂଚନା ଅନୁସାରେ, ରୋମାନ ବୁଧବାର ସନ୍ଧ୍ୟାରେ କଲିକତାରୁ ଆସି ରାଉରକେଲା ରେଳ ଷ୍ଟେସନରେ ଓହ୍ଲାଇଥିଲେ। ଷ୍ଟେସନ ନିକଟସ୍ଥ ହୋଟେଲ ଅମର ଭବନ ନିକଟରେ ୧୦/୧୨ଜଣ ଦୃର୍ବୃତ୍ତ ତାଙ୍କୁ ଆକ୍ରମଣ କରି ତାଙ୍କ ସାମଗ୍ରୀ ଲୁଟି ନେଇଛନ୍ତି । ନଗଦ ପାଞ୍ଚ ହଜାର ଟଙ୍କା, ମୋବାଇଲ, ଭିସା ଆଦି ନେଇଯାଇଛନ୍ତି। ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଆହତ ଅବସ୍ଥାରେ ରୋମାନଙ୍କୁ ରାଉରକେଲା ସରକାରୀ ଢାକ୍ତରଖାନାରେ ଭର୍ତ୍ତି କରିଥିଲା। ରୋମାନଙ୍କ ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ଠିକ୍ ଅଛି। ଅନ୍ୟପଟେ ପୁଲିସ ଦୁବୃର୍ତ୍ତମାନଙ୍କୁ ଖୋଜୁଥିବା ବେଳେ ରୋମାନ କହିଛନ୍ତି ୨୦୨୨ରୁ ସେ ଟୁରିଷ୍ଟ ଭିସାରେ ଭାରତରେ ଅଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories