www.samajalive.in
Sunday, December 7, 2025
14.1 C
Bhubaneswar

ଚାଲୁଣୀରେ ଅଟାକୁ ଚଲାଇ ବ୍ୟବହାର କରିବା ଠିକ୍ ନା ଭୁଲ ?

ବଜାରରେ ମିଳୁଥିବା ଅଟାରେ ଗହମ ଚୋକଡ ମିଶି ରହିଥାଏ । ଅନେକ ଲୋକ ଅଟାକୁ ଚଲାଇ ବା ସେଥିରୁ ଚୋକଡ ବାହାର କରି ବ୍ୟବହାର କରିଥାନ୍ତି ।  ସାଧାରଣତଃ ଲୋକେ ଅଟାରେ ଥିବା ଗହମର ଚୋକଡ ବାହାରି କରି ଅଦରକାରୀ ଭାବି ପିଙ୍ଗି ଦିଅନ୍ତି । ଏପରି କଲେ ରୁଟି ନରମ ଓ ମୁଲାୟମ ହେବ ବୋଲି ଲୋକଙ୍କ ଭାବନା ରହିଛି । କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ୍ । ଏହା ଆମ ଶରୀର ପାଇଁ କେତେ ହାନିକାରକ ହୋଇଥାଏ ତାହା କଳ୍ପନ କରିବା ଅସମ୍ଭବ । ପ୍ରକୃତରେ ଚୋକଡା ବାହାର କରିବା ଦ୍ବାରା ଅଟାରେ ଭିଟାମିନ୍ ର ମାତ୍ରା କମି ଯାଇଥାଏ ।

ଗହମ ଚୋକଡରେ ଭରପୁର ମାତ୍ରାରେ ଲବଣ ଓ ଭିଟାମିନ୍ ରହିଥାଏ । ଯେଉଁ ତତ୍ତ୍ବ ଚୋକଡରୁ ମିଳିଥାଏ, ତାହା ଅନ୍ୟ କେଉଁ ଖାଦ୍ୟରୁ ମିଳିନଥାଏ । ଚୋକଡଯୁକ୍ତ ଅଟାରେ ପ୍ରସ୍ତୁତ ଖାଦ୍ୟ ଖାଇବା ଦ୍ବାରା କେତେକ ସାଂଘାତିକ ରୋଗ ମଧ୍ୟ ଭଲ ହୋଇଥାଏ ।

- Advertisement -

ଚୋକଡ ଅଟା ଖାଇବାର ଅବିଶ୍ବାସନୀୟ ଲାଭ :

ଚୋକଡ ଅଟା ଖାଇବା ଦ୍ବାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ । ପେଟରେ ଥିବା ମଳ ଓ ଆବର୍ଜନା ସଫା ହୋଇ ଯାଇଥାଏ । ଏହା ଦ୍ବାରା ଗ୍ୟାସ୍ ଓ ପେଟ ଫୁଲିବା ଭଳି ସମସ୍ୟା ଦୂର ହୋଇଥାଏ ।

ପାକସ୍ଥଳୀରେ ହୋଇଥିବା ଘା’ ଶୁଖିବାରେ ସାହାଯ୍ୟ କରେ।

କୋଲେଷ୍ଟ୍ରଲ୍ ର ମାତ୍ରାକୁ ସନ୍ତୁଳିତ ରଖିବାରେ ଚୋକଡର ଭୂମିକା ଅତୁଳନୀୟ ।

ହୃଦଘାତ ଜନିତ ରୋଗ ମଧ୍ୟ ଦୂର ହୋଇଥାଏ ।

ଆପେଣ୍ଡିସାଇଟିସ୍ ଏବଂ ଅର୍ସ ବା ପାଇଲ୍ସ ଭଳି ରୋଗ ପାଇଁ ଏହା ଲାଭଦାୟକ ଅଟେ ।

ଚୋକଡରେ ଫାଇବର ଭରପୁର ମାତ୍ରାରେ ରହିଥିବା ବେଳେ ମୋଟାପଣ କମ କରିବାରେ ସାହାର୍ଯ୍ୟ କରେ ।

 

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories