ଆସିକା: ଗଞ୍ଜେଇ ମାଫିଆ ବିନାୟକ ସେଠୀକୁ ୫ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ଗଞ୍ଜେଇ ଚାଲାଣ ମାମଲାରେ ଆସିକା ଏଡିଜେ ଦଣ୍ଡାଦେଶ ଶୁଣାଇଛନ୍ତି। ଗତବର୍ଷ ଗଞ୍ଜେଇ ଚାଲାଣବେଳେ ନଳବଣ୍ଟା ଛକରେ ବିନାୟକ ସେଠୀ ଧରାପଡ଼ିଥିଲା।
Popular Categories

ଆସିକା: ଗଞ୍ଜେଇ ମାଫିଆ ବିନାୟକ ସେଠୀକୁ ୫ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ଗଞ୍ଜେଇ ଚାଲାଣ ମାମଲାରେ ଆସିକା ଏଡିଜେ ଦଣ୍ଡାଦେଶ ଶୁଣାଇଛନ୍ତି। ଗତବର୍ଷ ଗଞ୍ଜେଇ ଚାଲାଣବେଳେ ନଳବଣ୍ଟା ଛକରେ ବିନାୟକ ସେଠୀ ଧରାପଡ଼ିଥିଲା।
Hot this week

‘The Samaja’, the synonym of newspapers in Odisha – a mass circulated and widely read Odia daily has completed ‘Hundred Five‘ years of its glorious publication. Founded in 1919 by a great visionary, nationalist and freedom fighter, Utkalamani Pandit Gopabandhu Das.. Read More
Get important news delivered directly to your inbox and stay connected!
