www.samajalive.in
Saturday, December 6, 2025
14.1 C
Bhubaneswar

ସ୍ୱଚ୍ଛ ଭାରତ ଅଭିଯାନକୁ ପୂରିଲା ୧୦ ବର୍ଷ- ପ୍ରଧାନମନ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: ଦେଶବାସୀଙ୍କ ସହଯୋଗରେ ସ୍ୱଚ୍ଛତା ଅଭିଯାନକୁ ୧୦ବର୍ଷ ପୂରିଲା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସ୍ୱଚ୍ଛ ଭାରତ ମିଶନ ସ୍ମରଣୀୟ ହୋଇ ରହିବ ବୋଲି ନୂଆଦିଲ୍ଲୀରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଏହା କହିଛନ୍ତି। ବିବାହ, ବ୍ରତଘର କାର୍ଯ୍ୟକ୍ରମରେ ସ୍ୱଚ୍ଛତାର ବାର୍ତ୍ତା ଦେଖିବାକୁ ମିଳିଛି। ପ୍ଲାଷ୍ଟିକ୍‌‌ ବନ୍ଦ କରିବା ଅଭିଯାନରେ ଜନସାଧାରଣଙ୍କ ସହଯୋଗ ଅତୁଳନୀୟ ହୋଇଛି। ପ୍ଲାଷ୍ଟିକ୍‌‌ ବଦଳରେ ଝୋଟ ବ୍ୟାଗ୍‌‌ ଓ କାଗଜ ବ୍ୟାଗ୍‌‌ ପ୍ରସ୍ତୁତ କରି ଉଦାହରଣ ସୃଷ୍ଟି କରିଛନ୍ତି। ଦେଶରେ କୋଟି କୋଟି ଲୋକ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଦେଶବାସୀଙ୍କ ସହଯୋଗକୁ ମନେ ପକାଇ ଧନ୍ୟବାଦ ଜଣାଇଛନ୍ତି ମୋଦୀ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories