www.samajalive.in
Monday, December 15, 2025
14.1 C
Bhubaneswar

ହରିୟାନା ଓ ପଞ୍ଜାବରେ ଆପ୍‌ ସହ ମେଣ୍ଟ  ପାଇଁ କୌଣସି କଥାବର୍ତ୍ତା ଚାଲି ନାହିଁ : କଂଗ୍ରେସ

ନୂଆଦିଲ୍ଲୀ .- ପଞ୍ଜାବ ଓ ହରିୟାନାରେ ଲୋକସଭା ନିର୍ବାଚନରେ ମେଣ୍ଟ ପାଇଁ ଆପ୍ ସହ କୌଣସି କଥାବର୍ତ୍ତା ଚାଲି ନାହିଁ ବୋଲି କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି । ପଞ୍ଜାବରେ ମେଣ୍ଟ ପାଇଁ ଆପ୍ କିମ୍ବା ଅନ୍ୟ କୌଣସି ଦଳ ସହ ଆଲୋଚନା ହେଉନାହିଁ ବୋଲି ରବିବାରରେ କଂଗ୍ରେସର ରାଷ୍ଟ୍ରୀୟ ପ୍ରବକ୍ତା ରଣଦୀପ ସୁରଜଓ୍ୱାଲା ସୂଚନା ଦେଇଛନ୍ତି ।
ଶନିବାରରେ ଆପ୍ର ଜଣେ ନେତା କଂଗ୍ରେସ ପଞ୍ଜାବ ଓ ହରିୟାନାରେ ମେଣ୍ଟ କଲେ ଆପ୍ ଦିଲ୍ଲୀରେ ମେଣ୍ଟ କରିବ ବୋଲି ସୂଚନା ଦେଇଥିଲେ । କଂଗ୍ରେସର ରାଷ୍ଟ୍ରୀୟ ପ୍ରବକ୍ତା ରଣଦୀପ ସୁରଜଓ୍ୱାଲା ୨୦୧୯ ନିର୍ବାଚନ ପାଇଁ ଦଳର ଅଭିଯାନ’ ଅବ ହୋଗା ନ୍ୟାୟ’ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି । ଏହି ଦୁଇଟି ରାଜ୍ୟ ପାଇଁ ପାର୍ଟି ଖୁବ ଶୀଘ୍ର ନିଜର ପ୍ରାର୍ଥୀମାନଙ୍କର ନାମ ଘୋଷଣା କରିବ ବୋଲି କହିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories