nua o banner

ଚୋରା କେନ୍ଦୁପତ୍ର ବୋଝେଇ ଟ୍ରକ ସହ ୨ଗିରଫ

BJD Bijuli 480×75 Mob
0

ଅନୁଗୋଳ : ଅନୁଗୋଳ ଜରପଡା ଥାନା ଅଞ୍ଚଳରେ ଏକ ଚୋରା କେନ୍ଦୁପତ୍ର ବୋଝେଇ ଟ୍ରକ ସହ ୨ଜଣଙ୍କୁ ଜରପଡା ଥାନା ପୁଲିସ ଗିରଫ କରିଛି । ଟ୍ରକଟି ସମ୍ବଲପୁରରୁ ଅନୁଗୋଳ ଆସୁଥିବା ବେଳେ ପୁଲିସ କୌଣସି ସୂତ୍ରରୁ ଖବରପାଇ ଟ୍ରକ୍‍ ସହ ୨ଜଣ ବ୍ୟକ୍ତିଙ୍କୁ ଗିରଫ କରଥିଲା। ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply