ଅନୁଗୋଳ: ଶାଢ଼ୀ ଶୋ’ ରୁମରେ ବଡ଼ ଧରଣର ଅଗ୍ନିକାଣ୍ଡ। ଶଙ୍କର ସିନେମା ରୋଡ ମଙ୍ଗଲମ ଶାଢ଼ୀ ଶୋ’ ରୁମରେ ଅଗ୍ନିକାଣ୍ଡ। ଅନୁଗୋଳ ଶଙ୍କର ସିନେମା ହଲ୍ ରୋଡରେ ଥିବା ମଙ୍ଗଳମ୍ ଲୁଗା ଦୋକାନରେ ଅଗ୍ନିକାଣ୍ଡ। ଅପରାହ୍ଣରେ ହୋଇଥିବା ଅଗ୍ନିକାଣ୍ଡ ଅତ୍ୟନ୍ତ ଭୟଙ୍କର ରହିଥିଲା। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଥିବା ସୂଚନା ମିଳିଛି।
Popular Categories



