www.samajalive.in
Monday, December 15, 2025
17.1 C
Bhubaneswar

ଯୁବ ସମାଜସେବୀ ଅଂଶୁମାନ ସମ୍ବର୍ଦ୍ଧିିତ

କେନ୍ଦୁଝରଗଡ :  ଜିଲା ସଂସ୍କୃତି ଭବନଠାରେ ରବିବାର ଅନୁଷ୍ଠିତ ଲାଇଫ୍‌‌ ସେଭର୍ସ ଗ୍ରୁପ ଟ୍ରଷ୍ଟ କେନ୍ଦୁଝରର ଦ୍ୱିତୀୟ ବାର୍ଷିକ ଉତ୍ସବରେ କେନ୍ଦୁଝରର ଯୁବ ସମାଜସେବୀ ଅଂଶୁମାନ ଚକ୍ରବର୍ତ୍ତୀଙ୍କୁ ସମ୍ବର୍ଦ୍ଧିିତ କରାଯାଇଛି । ଦିବ୍ୟାଙ୍ଗ, ଗରୀବ ଓ ଅସହାୟଙ୍କୁ ସର୍ବଦା ସେବା ମନୋଭାବ ନେଇ ସହଯୋଗର ହାତ ବଢ଼ାଇ ଆସିଥିବା ଉଦୀୟମାନ ଯୁବ ସମାଜସେବୀ ଶ୍ରୀ ଚକ୍ରବର୍ତ୍ତୀଙ୍କୁ ସମାଜ ସେବାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ‘ସେବା ସମ୍ମାନ’ରେ ଟ୍ରଷ୍ଟ ସଂଯୋଜକ ସଞ୍ଜୀବ କୁମାର ସାହୁ ଉପଢ଼ୌକନ ଓ ଟ୍ରଫି ଦେଇ ସମ୍ବର୍ଦ୍ଧିିତ କରିଥିଲେ। ଶ୍ରୀ ଚକ୍ରବର୍ତ୍ତୀ ଏହା ପୂର୍ବରୁ ଜିଲା ଓ ଜିଲା ବାହାର ବହୁ ପ୍ରତିଷ୍ଠିତ ଅନୁଷ୍ଠାନ ପକ୍ଷରୁ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିିତ ହୋଇ ଜିଲା ପାଇଁ ଗୌରବ ଆଣିଦେଇଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories