ଭୁବନେଶ୍ବର : ଶନିବାର ରାଜ୍ୟରୁ ଆଉ ୪୦୩ ଜଣ କରୋନା ଅକ୍ରାନ୍ତ ସୁସ୍ଥ ହୋଇଛନ୍ତି, ଏଥି ସହିତ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୩୯ ହଜାର ୬୦୩କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
Another 403 Covid patients have recovered and are being discharged on 10.04.2021
73 from Khordha
57 from Kalahandi
34 from Bargarh
32 from Nuapada
31 from Sundargarh
27 from Anugul
26 from Cuttack
17 from Jharsuguda
14 from Sambalpur
12 from Keonjhar
9 from Puri
8 from Jajapur— H & FW Dept Odisha (@HFWOdisha) April 10, 2021
ଆଜି ଖୋର୍ଦ୍ଧାରୁ ସର୍ବାଧିକ ୭୩, କଳାହାଣ୍ଡିରୁ ୫୭, ବରଗଡ଼ରୁ ୩୪, ନୂଆପଡ଼ାରୁ ୩୨ ସୁନ୍ଦରଗଡ଼ରୁ ୩୧, ଅନୁଗୁଳରୁ ୨୭, କଟକ ୨୬, ଝାରସୁଗୁଡ଼ା ୧୭, ସମ୍ବଲପୁର ୧୪ କେନ୍ଦୁଝରରୁ ୧୨, ପୁରୀରୁ ୯ ଏବଂ ଯାଜପୁର ୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
7 from Ganjam
6 from Nabarangpur
5 from Baleswar
5 from Dhenkanal
5 from Koraput
4 from Bhadrak
4 from Mayurbhanj
4 from Rayagada
3 from Sonepur
2 from Bolangir
2 from Kendrapara
1 from Nayagarh
15 from State PoolThe total recovered cases of Odisha now stand at 339603
— H & FW Dept Odisha (@HFWOdisha) April 10, 2021
ସେହିପରି ଗଞ୍ଜାମରୁ ୭, ନବରଙ୍ଗପୁରରୁ ୬, ବାଲେଶ୍ବର, ଢେଙ୍କାନାଳ ଓ କୋରାପୁଟରୁ ୫ ଜଣ ଲେଖାଁଏ, ଭଦ୍ରକ, ମୟୂରଭଞ୍ଜ ଓ ରାୟଗଡାରୁ ୪ ଜଣ ଲେଖାଁଏ, ସୁବର୍ଣ୍ଣପୁରରୁ ୩, ବଲାଙ୍ଗୀର ଓ କେନ୍ଦ୍ରାପଡାରୁ ୨ ଜଣ ଲେଖାଁଏ, ନୟାଗଡରୁ ଜଣେ ଏବଂ ଷ୍ଟେଟ ପୁଲରୁ ୧୫ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୩୯ ହଜାର ୬୦୩ରେ ପହଞ୍ଚିଛି ।



