ଟିଟିଲାଗଡ଼ : ବଲାଙ୍ଗୀର ଜିଲା ଟିଟିଲାଗଡ଼ ଅଞ୍ଚଳର ଗନ୍ଧରଗଲା ଗ୍ରାମରେ ବୁଧବାର ଦୁର୍ନୀତି ଅଭିଯୋଗରେ ସ୍ଥାନୀୟ ଲୋକେ ଗ୍ରାମର ଅଙ୍ଗନବାଡି କେନ୍ଦ୍ରକୁ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଗତ ଅଢେଇମାସ ହେବ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିଥିବା ଏବଂ ଅଙ୍ଗନବାଡ଼ି କର୍ମୀଙ୍କୁ ବହିଷ୍କାର ଦାବିରେ ଲୋକମାନେ ଉତ୍ୟକ୍ତ ହୋଇ ଏଭଳି କରିଥିବା ଜଣାପଡିଛି।
ଦୁର୍ନୀତି ଅଭିଯୋଗରେ ଅଙ୍ଗନବାଡି କେନ୍ଦ୍ର ଭଙ୍ଗାରୁଜା ଅଭିଯୋଗ
Popular Categories



