ବିପଦସଙ୍କୁଳ ଅବସ୍ଥାରେ ଅଙ୍ଗନବାଡ଼ି କେନ୍ଦ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ଆଡାସିପଡା ପଞ୍ଚାୟତ ଘୋଡ଼ାପଥର ଅଙ୍ଗନବାଡ଼ି କେନ୍ଦ୍ର ଛାତ ଭାଙ୍ଗି ଭିତର ଛାତ ଲୁହା ରଡ ଦେଖାଯାଉଛି । ଏହା ସହିତ ଛାତରୁ ପାଣି ଲିକ୍ ହେଉଛି । ଛାତରୁ ସିମେଣ୍ଟ ପ୍ଲାଷ୍ଟର ଖଣ୍ଡ ଖଣ୍ଡ ହୋଇ ତଳେ ପଡୁଛି । କେତେବେଳେ ଯେ କ’ଣ ଦୁର୍ଘଟଣା ଘଟିବ ତାହା କହିହେବ ନାହିଁ । ତେଣୁ ଏହି ଅସୁବିଧା ପ୍ରତି ପ୍ରଶାସନ ଦୃଷ୍ଟି ଦେଇ ଯଥାଶୀଘ୍ର ମରାମତି କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

ଏହି ଫୋନରେ ମିଳୁଛି ୫ ହଜାର ଟଙ୍କାର ଉପହାର

Comments are closed.