ଏହି ଫୋନରେ ମିଳୁଛି ୫ ହଜାର ଟଙ୍କାର ଉପହାର

ନୂଆଦିଲ୍ଲୀ : ଓ୍ବନପ୍ଲସ୍ ନିକଟରେ ଏକ ଫୋନ୍ ଲଞ୍ଚ୍ କରିଛି ଯାହାର ନାଁ ରହିଛି ନୋର୍ଡ ୪ । ଏଥିରେ କମ୍ପାନୀ ଅନେକ ରିହାତି ଏବଂ ଉପହାର ଦେଉଛି । ଓ୍ବନପ୍ଲସ୍ ନୋର୍ଡ ୪କୁ ବିକ୍ରି କରିବା ପାଇଁ ଏକ ଅଫଲାଇନ୍ ସେଲର ଘୋଷଣା କରାଯାଇଛି । ଏହାର ଫାଇଦା କେହି ବି ଉଠାଇ ପାରିବେ । ଅଫଲାଇନ ନୋର୍ଡ୪କୁ କ୍ରୟ କଲେ ୪୯୯୯ ଟଙ୍କାର ଏକ ଉପହାର ମିଳିବ । ଆସନ୍ତୁ ଜାଣିବା.. ଓ୍ବନପ୍ଲସର ଏହି … Continue reading ଏହି ଫୋନରେ ମିଳୁଛି ୫ ହଜାର ଟଙ୍କାର ଉପହାର