www.samajalive.in
Monday, December 8, 2025
24.1 C
Bhubaneswar

ମୁହଁ ପାଇଁ ଆଲମଣ୍ଡ ତେଲ

ପ୍ରତ୍ୟେକ ପୁଅଝିଅଙ୍କର ଇଚ୍ଛା ଥାଏ ସେମାନଙ୍କ ମୁହଁ ଦାଗହୀନ, ସଫା ଓ ଉଜ୍ବଳ ହେଉ। କିନ୍ତୁ ଆଜିକାଲିର ଖାଦ୍ୟପେୟ ଓ ପ୍ରଦୂଷଣ ଦ୍ବାରା ମୁହଁର ଚମକ କମିଯାଏ। ଏହାସହ ଦାଗ ମଧ୍ୟ ହୋଇଯାଏ। ସମସ୍ତେ ସାଧାରଣତଃ ଆଲମଣ୍ଡ ଖାଇ ଥାଆନ୍ତି। କିନ୍ତୁ ଆଲମଣ୍ଡ ପରି ଏହାର ତେଲ ମଧ୍ୟ ଶରୀର ପାଇଁ ଲାଭଦାୟକ ଅଟେ। ଏହି ତେଲରେ ଭିଟାମିନ-ଏ, ଭିଟାବିନ-ବି ଓ ଭିଟାମିନ-ଇ ପ୍ରଚୁର ପରିମାଣରେ ରହିଛି। ଏହାକୁ ବ୍ୟବହାର କରିବା ଉଚିତ।

ଆସନ୍ତୁ ଜାଣିବା ମୁହଁ ପାଇଁ ଆଲମଣ୍ଡ ତେଲର ବ୍ୟବହାର :

- Advertisement -

ଆଲମଣ୍ଡ ତେଲକୁ ପ୍ରତିଦିନ ମୁହଁରେ ଲଗାଇବା ଉଚିତ। ଏହାଦ୍ବାରା ମୁହଁରେ ଥିବା ଦାଗରୁ ମୁକ୍ତି ମିଳିଥାଏ।

ମୁହଁର ଚମକ ବୃଦ୍ଧି ପାଇଥାଏ।

ମୁହଁରେ ବ୍ରଣର ଦାଗ, କୁଞ୍ଚନ ଇତ୍ୟାଦି ସମସ୍ୟା ଦୂର ହୋଇଥାଏ।

ପ୍ରତିଦିନ ଆଲମଣ୍ଡ ତେଲର ବ୍ୟବହାର ଦ୍ବାରା ଆଖି ତଳେ କଳା ପଡିଥିଲେ ସେଥିରୁ ମୁକ୍ତି ମିଳେ।

ପ୍ରତ୍ୟେକ ରାତିରେ ଆଲମଣ୍ଡ ତେଲ ଲଗାଇବା ଦ୍ବାରା ମୁହଁ ଗୋରା ହେବା ସହ ଅଧିକ ଉଜ୍ବଳ ଦେଖାଯାଇଥାଏ।

 

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories