www.samajalive.in
Tuesday, December 9, 2025
17.1 C
Bhubaneswar

ଧରାପଡିଲା ପାକିସ୍ତାନର ଅନ୍ୟ ଏକ ମିଛ; ପିଓକେରୁ ମିଳିଲା ଏଫ-୧୬ ଭଗ୍ନାଂଶ

ନୂଆଦିଲ୍ଲୀ: ପୁଣି ପାକିସ୍ତାନର ମିଛ ଧରା ପଡିଛି । ବୁଧବାର ପାକିସ୍ତାନର ଯୁଦ୍ଧ ବିମାନ ଏଫ-୧୬କୁ ଗୁଳି କରି ଭାରତ ଖସାଇ ଥିବା କଥା ପାକିସ୍ତାନ ଅସ୍ବୀକାର କରିଥିଲେ ମଧ୍ୟ ଏହାର ଭଗ୍ନାଂଶ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରୁ ଠାବ କରାଯାଇଛି । ଏହି ଭଗ୍ନାଂଶ ଇଞ୍ଜିନ୍ ଏଫ-୧୬ ଯୁଦ୍ଧ ବିମାନର ବୋଲି ସ୍ପଷ୍ଟ ହୋଇଛି । ଯୁଦ୍ଧ ବିମାନର ଭଗ୍ନାଂଶର କିଛି ଫଟୋ ମଧ୍ୟ ଜାରି କରାଯାଇଛି । ଭଗ୍ନ ବିମାନ ନିକଟରେ ପାକିସ୍ତାନର  ୭ ଉତ୍ତରି ପାଇଲଟ ଇନଫ୍ରେଣ୍ଟିର କମାଣ୍ଡିଙ୍ଗ ଅଫିସର ଉପସ୍ଥିତ ଥିବାର ଫଟୋରେ ଦେଖିବାକୁ ମିଳିଛି । ଏହି ଭଗ୍ନାଂଶଟି ପାକିସ୍ତାନର ଏଫ-୧୬ ଯୁଦ୍ଧ ବିମାନ ବୋଲି ସେନା ପକ୍ଷରୁ ସ୍ବୀକାର କରାଯାଇଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories