www.samajalive.in
Friday, December 5, 2025
26.1 C
Bhubaneswar

୧୨ ବର୍ଷ ପରେ ଗୁରୁ-ଶୁକ୍ର ଏକାଠିରେ ହେବ ଖାସ୍ ଯୋଗ,ସୁନାଭଳି ଚମକିବ ଏହି ରାଶିର ଭାଗ୍ୟ..

ଗୁରୁ ଗ୍ରହ କିଛି ଦିନରେ ବୃଷ ରାଶିରେ ପ୍ରବେଶ କରିବେ। ଗୁରୁ ରାଶି ପରିବର୍ତ୍ତନ ପରେ ୧୯ ମେ’ ଦିନ ବୃଷ ରାଶିରେ ଶୁକ୍ର ପ୍ରବେଶ କରିବେ। ଶୁକ୍ରଙ୍କ ରାଶି ପରିବର୍ତ୍ତନ ଦ୍ୱାରା ବୃଷ ରାଶିରେ ଗଜଲକ୍ଷ୍ମୀ ଯୋଗ ସୃଷ୍ଟି ହେବ। ଏହା ଖୁବ୍ ଶୁଭଙ୍କର। ମାନ୍ୟତା ଅନୁଯାୟୀ, ବୃଷ ରାଶିରେ ଶୁକ୍ର ଓ ଗୁରୁ ଏକାଠି ,୧୨ ବର୍ଷ ପରେ ହେବାକୁ ଯାଉଛି। ଏହା ୧୧ ଜୁନ୍ ପର୍ଯ୍ୟନ୍ତ ରହିବ। ଜାଣନ୍ତୁ ବୃଷ ରାଶିରେ ସୃଷ୍ଟି ହେଉଥିବା ଗଜଲକ୍ଷ୍ମୀ ଯୋଗ କେଉଁ ରାଶିଙ୍କ ଭାଗ୍ୟ ଚମକାଇବାକୁ ଯାଉଛି..

ଧନ,ଚାକିରି ଠାରୁ ଆରମ୍ଭ କରି ଚମକିବ ଭାଗ୍ୟ: ଶୋଇବା ପୂର୍ବରୁ ରଖନ୍ତୁ ଏହି ୫ଟି ଜିନିଷ..

- Advertisement -

ସିଂହ ରାଶି – ସିଂହ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ବୃଷ ରାଶିରେ ସୃଷ୍ଟି ହେବାକୁ ଯାଉଥିବା ଗଜଲକ୍ଷ୍ମୀ ଯୋଗ ଖୁବ୍ ଶୁଭଙ୍କର। ଆର୍ଥିକ କ୍ଷେତ୍ରରେ ବୃଦ୍ଧି ସହ ଲାଭବାନ୍ ହେବେ। ଘରେ-ପରିବାରରେ ହସଖୁସିର ବାତାବରଣ ରହିବ। ବ୍ୟବସାୟୀଙ୍କ ପାଇଁ ଏହି ଯୋଗ ଖୁବ୍ ଲାଭକାରୀ ହେବ।

ମେଷ ରାଶି – ଗଜଲକ୍ଷ୍ମୀ ଯୋଗ ମେଷ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଖୁବ୍ ଲାଭଦାୟକ। ମା’ଲକ୍ଷ୍ମୀଙ୍କ କୃପାରୁ ବ୍ୟବସାୟରେ ଆପଣ ଲାଭବାନ୍ ହେବେ। ଧନ ଆଗମନର ଯୋଗ ରହିଛି। ମାତ୍ର ଅନାବଶ୍ୟକ ଖର୍ଚ୍ଚ କରନ୍ତୁ ନାହିଁ। ମନ ପ୍ରସନ୍ନ ରହିବ। ଉତ୍ତମ ସ୍ୱାସ୍ଥ୍ୟ ରହିବ। ସନ୍ତାନ ସହ ଜଡିତ ଶୁଭ ଖବର ମିଳିବ।

ବାସ୍ ଏହି ଗୋଟିଏ ଜିନିଷ ଦାନ କଲେ ; ଦୂର ହେବ ଶନି ଦଶା, ରାହୁ-କେତୁ ପ୍ରକୋପ..

କର୍କଟ – ଗୁରୁ ଓ ଶୁକ୍ରଙ୍କ ଏକାଠି ହେବା ପରେ ସୃଷ୍ଟି ହେଉଥିବା ଯୋଗ କର୍କଟ ରାଶିଙ୍କ ପାଇଁ ମଧ୍ୟ ଶୁଭଙ୍କର। କର୍ମକ୍ଷେତ୍ରରେ ସଫଳତା ମିଳିବ। ନୂତନ ସୁଯୋଗ ମିଳିବ। ଅଟକି ଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଉତ୍ତମ ସ୍ୱାସ୍ଥ୍ୟ ରହିବ। ଅବିବାହିତ ଲୋକଙ୍କ ବିବାହ ଯୋଗ ରହିଛି।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories