mission shakti banner

ସପ୍ତମ ପର୍ଯ୍ୟାୟରେ ୬ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି

bjd gruha runa banner

ଭୁବନେଶ୍ଵର: ବିଧାନସଭା ନିର୍ବାଚନ ପାଇଁ ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ସୋମବାର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଉ ୬ଜଣ ବିଧାନସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି।

ହିନ୍ଦୋଳ-ମହେଶ ସାହୁ

ରଘୁନାଥପାଲୀ- ଅର୍ଚ୍ଚନା ରେଖା ବେହେରା

କାକଟପୁର- ତୁଷାରକାନ୍ତି ବେହେରା

ବାଲିକୁଦା ଏରସମା- ସାରଦା ଜେନା

ବାଙ୍ଗିରିପୋଷି- ରଞ୍ଜିତା ମାରାଣ୍ଡି

ବରୀ- ବିଶ୍ଵ ରଞ୍ଜନ ମଲ୍ଲିକ

Comments are closed.