ବାସ୍ ଏହି ଗୋଟିଏ ଜିନିଷ ଦାନ କଲେ ; ଦୂର ହେବ ଶନି ଦଶା, ରାହୁ-କେତୁ ପ୍ରକୋପ..

ମହୁ ଏକ ପ୍ରାକୃତିକ ଔଷଧ। ଏହାର ସେବନ ଦ୍ୱାରା ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ଦୂର କରିବା ସହ ଉପକାରୀ। ମହୁର ଶାସ୍ତ୍ରରେ ମଧ୍ୟ ଖୁବ୍ ମହତ୍ତ୍ୱ ରହିଛି। ଧାର୍ମିକ ଗ୍ରନ୍ଥ ଅନୁସାରେ ମହୁ ସମସ୍ତ ଦେବାଦେବୀଙ୍କ ପୂଜାରେ ବ୍ୟବହାର ହୋଇଥାଏ। ମହୁ ଅର୍ପଣ କରିବା ଦ୍ୱାରା ବିଶେଷ କୃପା ପ୍ରାପ୍ତି ହୋଇଥାଏ। ମହୁ ଅର୍ପଣ କରିବା ଦ୍ୱାରା ଭଗବାନଙ୍କ ବିଶେଷ କୃପା ମିଳିବା ସହ ଏହାକୁ ଦାନ କଲେ ଜାତକରେ ଗ୍ରହ ଦୋଷରୁ ମୁକ୍ତି ମିଳିଥାଏ। … Continue reading ବାସ୍ ଏହି ଗୋଟିଏ ଜିନିଷ ଦାନ କଲେ ; ଦୂର ହେବ ଶନି ଦଶା, ରାହୁ-କେତୁ ପ୍ରକୋପ..