ନିର୍ବାଚନରେ ନିୟୋଜିତ ବୋଲେରୋ ଦୁର୍ଘଟଣା ଗ୍ରସ୍ତ 

ଆଠମଲ୍ଲିକ : ଆଠମଲ୍ଲିକ ଠାରୁ ବୌଦ୍ଧ ଅଭିମୁଖେ ଯାଉଥିବା ତଥା ନିର୍ବାଚନରେ ନିୟୋଜିତ ହୋଇଥିବା ବୋଲେରୋ ନଂ. ଓଡି ୩୫-୭୮୯୨ ଗାଡି ଟି ମଳିପଦର ନାଳ ନିକଟରେ ରାସ୍ତା କଡକୁ ଓଲଟି ପଡିଥିବା ପୋଲିସ ସୂତ୍ରରୁ ପ୍ରକାଶ । ତେବେ ଦୁର୍ଘଟଣା ପରେ ଡ୍ରାଇଭର ଫେରାର ରହିଛି ।

Comments are closed.