ଦୁର୍ଘଟଣା: ଜଣେ ମୃତ ଅନୁଗୁଳଆମ ଓଡ଼ିଶା By Samaja Digital On Apr 8, 2018 0 Share ଅନୁଗୋଳ ବଅଁରପାଳ ଥାନା ଗୁତୁମରା ପେଟ୍ରୋଲ ଟାଙ୍କି ନିକଟରେ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଚି। ଏକ ଟ୍ରକ୍ ଜଣେ ସାଇକେଲ ଚାଳକକୁ ଧକା ଦେଇଥିଲା। ଘଟଣାସ୍ଥଳରେ ହିଁ ସାଇକେଲ୍ ଚାଳକଙ୍କ ମୃତ୍ୟୁ ଘଟିଥିଲା। କ୍ଷତିପୂରଣ ଦାବିରେ ଲୋକେ ରାସ୍ତା ରୋକ କରିଛନ୍ତି। 0 Share FacebookTwitterWhatsApp