mission shakti banner

ଟ୍ରକ୍ ଧକ୍କାରେ ଜଣେ ଆହତ

BSKY banner  750×100
0

କଟକ: କଟକ ସହର ଚାଉଳିଆ ଅଞ୍ଚଳରେ ଏକ ସଡକ ଦୁର୍ଘଟଣା । ଟ୍ରକ୍ ଧକ୍କାରେ ଜଣେ ଆହତ ହୋଇଛନ୍ତି । ତାଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରୁ ଟ୍ରକ୍ ଡ୍ରାଇଭର ଫେରାର ଅଛନ୍ତି ।

Leave A Reply