ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ

ପାଟଣା : ୨୦ ନଂ ଜାତୀୟ ରାଜପଥ ଅନ୍ତର୍ଗତ ଢେଙ୍କିକୋଟ ନିକଟସ୍ଥ ଲଙ୍ଗଳକଣ୍ଟି ପାଖ ସର୍ଭିସ ରୋଡ଼ରେ ଭାରସାମ୍ୟ ହରାଇ ଏକ ସିମେଣ୍ଟ ବୋଝେଇ ୧୨ ଚକିଆ ଟ୍ରକ ଓଲଟି ପଡିଛି। ଗାଡିଟି ସିମେଣ୍ଟ ନେଇ ରାଇରଙ୍ଗପୁର ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ତେବେ ଦୁର୍ଘଟଣା ସତ୍ତ୍ଵେ ଚାଳକ ଓ ସହାୟକ ସୁରକ୍ଷିତ ଥିବା ଜଣାପଡିଛି।

Comments are closed.