www.samajalive.in
Monday, December 15, 2025
17.1 C
Bhubaneswar

ଭାରତୀୟ ବଜାରକୁ ଆସିଲା ଚାରୋଟି କ୍ୟାମେରା ଥିବା ‘ରିଅଲମି-୫’ ଓ ‘ରିଅଲମି-୫ ପ୍ରୋ’

ନୂଆଦିଲ୍ଲୀ : ଭାରତରେ ମଙ୍ଗଳବାର ଏଭଳି ଦୁଇଟି ସ୍ମାର୍ଟଫୋନ ଲଞ୍ଚ ହୋଇଛି ଯେଉଁଥିରେ ଚାରୋଟି କ୍ୟାମେରା ରହିବା ସହିତ ୫ହଜାର ଏମ୍ଏଚର ବ୍ୟାଟେରୀ ରହିଛି। ଯାହାର ମୂଲ୍ୟ ମାତ୍ର ୯ହଜାର ଟଙ୍କାରୁ ଆରମ୍ଭ ହୋଇଛି। ତେବେ ଆସନ୍ତୁ ଏହି ଫୋନ ବାବଦରେ ବିସ୍ତାରରରେ ଜାଣିବା-

ଓପୋର ସବ ବ୍ରାଣ୍ଡ ରିଅଲମି ତାର ଦୁଇଟି ସ୍ମାର୍ଟଫୋନ ରିଅଲମି-୫ ଏବଂ ରିଅଲମି ୫ପ୍ରୋର ବଜାର ପ୍ରବେଶ କରିଛି। ରିଅଲମି ଚାରୋଟି କ୍ୟାମେରା ସହ ମାତ୍ର ୧୦ହଜାର ଟଙ୍କା ମୂଲ୍ୟରେ ଭାରତରେ ପ୍ରଥମ ଥର ପାଇଁ ବିକ୍ରି ହେବ। ଏହି ଦୁଇଟି ଫୋନରେ କ୍ବାଲାକମର ସ୍ନାପଡ଼୍ରାଗନ୍ ୬୬୫ପ୍ରୋସେସର ମିଳିବ। ଏହି ଦୁଇଟି ସ୍କାର୍ଟଫୋନର ବିକ୍ରି ଅନଲାଇନ୍ ଷ୍ଟୋର ଫ୍ଲିପକାର୍ଟରୁ ହେବ।

- Advertisement -

ରିଅଲମି-୫ ୯ରୁ୧୨ ହଜାର ଟଙ୍କାରେ ଉପଲବ୍ଧ ରହିଛି। ୯ହଜାର ଟଙ୍କାରେ ୩ଜିବି ରାମ ଏବଂ ୩୨ଜିବି ଷ୍ଟୋରେଜ ମିଳିବ। ଏହାର ୪ଜିବି ରାମ ଏବଂ ୬୪ଜିବି ଷ୍ଟୋରେଜର ମୂଲ୍ୟ ୧୦ହଜାର ୯୯୯ଟଙ୍କା। ଏହାର ୬ଜିବି ରାମ ଏବଂ ୧୨୮ଜିବି ଷ୍ଟୋରେଜ ଫୋନର ମୂଲ୍ୟ ୧୧ହଜାର ୯୯୯ଟଙ୍କା। ଏହି ଫୋନର ପ୍ରଥମ ବିକ୍ରି ଅଗଷ୍ଟ ୨୭ ଦିନ ୧୨ଟାରୁ ଉପଲବ୍ଧ ରହିବ।

ରିଅଲମି-୫ପ୍ରୋର ୪ଜିବି ରାମ ଓ ୬୪ଜିବି ଷ୍ଟୋରେଜର ମୂଲ୍ୟ ୧୩ହଜାର ୯୯୯ଟଙ୍କା। ସେହିଭଳି ଏହାର ୬ଜିବି ରାମ ଏବଂ ୬୪ଜିବି ଷ୍ଟୋରେଜର ମୂଲ୍ୟ ୧୪ହଜାର ୯୯୯ଟଙ୍କା। ଏହାର ୮ଜିବି ରାମ ଏବଂ ୧୨୮ଜିବି ଷ୍ଟୋରେଜର ମୂଲ୍ୟ  ୧୬ହଜାର ୯୯୯ଟଙ୍କା। ଏହି ତିନୋଟି ଫୋନର ବିକ୍ରି ସେପ୍ଟେମ୍ବର ୪ରୁ ଆରମ୍ଭ ହେବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories