ବଢ଼ିଲା ଏୟାରପୋର୍ଟ ସୁରକ୍ଷା

ଭୁବନେଶ୍ୱର: ଧାରା ୩୭୦ ଉଛ୍ଛେଦ ପରେ, କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ବିମାନ ବନ୍ଦରଗୁଡିକରେ ସୁରକ୍ଷା ବ୍ୟବସ୍ଥା ବଢାଇଦିଆଯାଇଛି । ବିଜୁପଟ୍ଟନାୟକ ଆନ୍ତର୍ଜାତିକ ଏୟାରପୋର୍ଟର ମଧ୍ୟ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା କରାଯାଇଛି  ।

prayash

ବାହାରେ ଥିବା ଖୋଲାଯାଗାଗୁଡିକରେ ଗାଡିମୋଟର ପାର୍କିଂ ନହୁଏ ସେଥିପାଇଁ ସତର୍କ ନିର୍ଦ୍ଦେଶ ଜାରି ହେବାସହ ବିମାନ ବନ୍ଦରରେ ବହୁ ସଂଖ୍ୟକ ସିଆଇଏସ୍ଏଫ୍ ମୁତୟନ କରାଯାଇଛି ।

kalyan agarbati

Comments are closed.