ମୋ ବସ ପରେ ଭୁବନେଶ୍ବରରେ ଗଡିବ ଇ-ବସ

ସ୍ମାଟ୍ ସିଟି ଭୁବନେଶ୍ବରରେ ମୋ ବସ ପରେ ଗଡିବ ଇ-ବସ ।  କେନ୍ଦ୍ର ସରକାରଙ୍କ ଫେମ୍ ଇଣ୍ଡିଆ ଯୋଜନା ମାଧ୍ୟମରେ ସ୍ମାଟ୍ ସିଟି ଭୁବନେଶ୍ବରକୁ ମିଳିବ ୫୦ଟି ଇ​‌ଲେକ୍ଟ୍ରି ବସ । କେନ୍ଦ୍ର ଭାରିଶିଳ୍ପ ମନ୍ତ୍ରାଳୟ ଦ୍ବାରା ଆରମ୍ଭ କରାଯାଇଥିବା ଫେମ୍ ଇଣ୍ଡିଆ ଯୋଜନାରେ  ୬୪ ସହରକୁ ୫୫୯୫ ଖଣ୍ଡ ଇ​‌ଲେକ୍ଟ୍ରି ବସ ଯୋଗାଇ ଦିଆଯିବା ନେଇ ନିଷ୍ପତି ହୋଇଛି ।

prayash

ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ଇ-ବସ ବ୍ୟବସ୍ଥା ଆରମ୍ଭ କରିଥିବା ଜଣାପଡିଛି । କେନ୍ଦ୍ର ଭାରିଶିଳ୍ପ ମନ୍ତ୍ରାଳୟର ଏହି ଫେମ୍ ଇଣ୍ଡିଆ ଯୋଜନାରେ ମହାରାଷ୍ଟ୍ରକୁ ୭୨୫ ,ଗୁଜୁରାଟକୁ ୮୮୦ ,ଆନ୍ଦ୍ର ପ୍ରଦେଶକୁ ୩ ଶହ ଇଲେକ୍ଟ୍ରି ବସ ଯୋଗାଇ ଦିଆଯିବ ।

kalyan agarbati

Comments are closed.