କୋରାପୁଟ ଓ କେନ୍ଦ୍ରାପଡାରେ ଡ଼େଙ୍ଗୁ ଭୟ
କୋରାପୁଟ / କେନ୍ଦ୍ରାପଡ଼ା : ବୁଧବାର କୋରାପୁଟ ବୈପାରିଗୁଡ଼ା ବ୍ଲକ ଡ଼ାଲପତିଗୁଡ଼ା ଗ୍ରାମର ତୁଳାରାମ ନାୟକଙ୍କ ପୁଅ ଡ଼େଙ୍ଗୁରେ ଆକ୍ରାନ୍ତ ଥିବା ରକ୍ତ ପରୀକ୍ଷାରୁ ଜଣାପଡ଼ିଛି। ତୁଳାରାମଙ୍କ ପୁଅକୁ ୧୦ ବର୍ଷ ହୋଇଥିବା ବେଳେ ସେ ଦୋରାଗୁଡ଼ା ସେବାଶ୍ରମର ଛାତ୍ର ବୋଲି ଜଣାପଡ଼ିଛି।
ସେହିପରି କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ଅନ୍ତର୍ଗତ ବାଲିଚନ୍ଦ୍ରପୁର ଗାଁରେ ମଧ୍ୟ ୮ ରୁ ଅଧିକ ଡ଼େଙ୍ଗୁରେ ଆକ୍ରାନ୍ତ ଥିବାର ସୂଚନା ମିଳିଛି।
Comments are closed.