www.samajalive.in
Saturday, December 13, 2025
23.1 C
Bhubaneswar

୧୭ରେ ମୋଦୀଙ୍କ ଭୁଟାନ ଗସ୍ତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୧୭ରୁ ଦୁଇଦିନ ପାଇଁ ଭୁଟାନ ଗସ୍ତରେ ଯିବେ। ୨୦୧୭ ଡୋକଲାମ ବିବାଦ ପରେ ମୋଦୀଙ୍କର ଏହା ପ୍ରଥମ ଭୁଟାନ ଗସ୍ତ। ହାଇଡ୍ରୋ ପାୱାର ସେକ୍ଟର ଭାରତ-ଭୁଟାନ ସମ୍ପର୍କର ମୂଳ କେନ୍ଦ୍ର। ଭୁଟାନରେ ଭାରତ ୩ଟି ଶକ୍ତି ପ୍ରକଳ୍ପ ନିର୍ମାଣ କରୁଛି। ଭୁଟାନ ଏହାର ତିନି ଚତୁର୍ଥାଂଶ ବିଦ୍ୟୁତ ଶକ୍ତି ଭାରତକୁ ବିକ୍ରି କରିଥାଏ। ମୋଦୀ ତାଙ୍କ ଗସ୍ତ କାଳରେ ଭୁଟାନ ପାର୍ଲାମେଣ୍ଟର ମିଳିତ ଅଧିବେଶନକୁ ସମ୍ବୋଧନ କରିବା ସହିତ ୬୦୦ ମେଗାୱାଟ ହାଇଡ୍ରୋ ପାୱାର ପ୍ରକଳ୍ପର ଉଦ୍‌ଘାଟନ କରିବେ।

Hot this week

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

Related Articles

Popular Categories