www.samajalive.in
Saturday, December 6, 2025
26.1 C
Bhubaneswar

ଦିନ ୧୨ଟା – ମୁଖ୍ୟ ସମ୍ବାଦ

ବଡ ଖବର
# ଆଜି କର୍ଣ୍ଣାଟକ ବିଧାନସଭାରେ ଆସ୍ଥା ଭୋଟ ଜିତିଲେ ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପା
# ଦେଶରେ ବାଘ ସଂଖ୍ୟା ୨୯୬୭
# ଅଗଷ୍ଟ ୧ରେ ଖୋଲିବ ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ

ଆଞ୍ଚଳିକ
# ରୋଗୀ ସେବାରେ ଅନିୟମିତତା ନେଇ ପୁଣି କଳିଙ୍ଗ ହସ୍ପିଟାଲରେ ଚଢ଼ାଉ ଜାରି

# ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ପଣସଗୁଡା ଉପର ସାହିରେ ଘର କାନ୍ଥ ପଡି ଗୋଟିଏ ପରିବାରର ଜଣେ ମୃତ, ୨ ଜଣ ଗୁରୁତର
# କ୍ରାଇମ୍‌ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଗତ ୫ବର୍ଷ ମଧ୍ୟରେ ୩୩୬ ଜଣଙ୍କୁ ଗିରଫ କରିବା ସହ ୧୦୭ କୋଟି ୫୨ ଲକ୍ଷ ଟଙ୍କାର ବ୍ୟାଙ୍କ ବାଲାନ୍ସ ଓ ୫୪ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରିଛି
# କୋରାପୁଟ କୁନ୍ଦୁଲିରେ ଓରମାସ ସ୍ଥାପନ କରିବା ଅଦା ପ୍ରକ୍ରିୟାକରଣ ୟୁନିଟ
# ଅଗଷ୍ଟ ୧ରେ ଖୋଲିବ ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ
# କଟକ ଟ୍ରିପିଲ ହତ୍ୟାକାଣ୍ଡ ଘଟଣାରେ ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ହତ୍ୟାକାରୀ ସନ୍ଦେହରେ ପୁଲିସର ପଚାର ଉଚୁରା ଜାରି
# କଟକ ଯୋବ୍ରା ମଲାସାହିରେ ଆତଙ୍କ, ମହିଳାଙ୍କୁ ଆକ୍ରମଣ ଅଭିଯୋଗ – ପୁଲିସ କହୁଛି ଚୋର, ମହିଳାଙ୍କ ଅସ୍ୱୀକାର
# ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଜାରି – ମାଲକାନଗିରି-କାଲିମେଳା, କାଲିମେଳା-ପଡିଆ, କାଲିମେଳା-ମୋଟୁ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
# ଆଜି ଶ୍ରାବଣ ମାସ ଦ୍ୱିତୀୟ ସୋମବାର; ବିଭିନ୍ନ ଶୈବପୀଠରେ କାଉଡିଆଙ୍କ ପ୍ରବଳ ଭିଡ଼
# ପ୍ରବଳ ବର୍ଷା ଯୋଗୁଁ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ପଣସଗୁଡା ଉପର ସାହିରେ ଘର କାନ୍ଥ ଭାଙ୍ଗି ପଡି ଗୋଟିଏ ପରିବାରର ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି

- Advertisement -

ଜାତୀୟ
# ଆଜି କର୍ଣ୍ଣାଟକ ବିଧାନସଭାରେ ଆସ୍ଥା ଭୋଟ ଜିତିଲେ ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପା
# ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତାଙ୍କର ପ୍ରଥମ ବିଦେଶ ଗସ୍ତରେ ଯାଇ ମୋଜାମ୍ବିକ୍‍ର ରାଜଧାନୀ ମୋପୁଟୋରେ ପହଞ୍ଚିଛନ୍ତି
# ବିଶ୍ବ ବ୍ୟାଘ୍ର ଦିବସ ପରିପ୍ରେକ୍ଷୀରେ ଆଜି ସର୍ବ ଭାରତୀୟ ବାଘ ଗଣନା ରିପୋର୍ଟ-୨୦୧୮ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
# ଦେଶରେ ବାଘ ସଂଖ୍ୟା ୨୯୬୭
# ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନରେ ଅଗଷ୍ଟ ୮ରେ ସମ୍ମାନିତ ହେବେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ
# ଉନ୍ନାଓ ବଳାତ୍କାର ପୀଡ଼ିତାଙ୍କ କାରକୁ ଧକ୍କା ଦେଲା ଟ୍ରକ, ମା ଓ ଖୁଡ଼ିଙ୍କ ମୃତ୍ୟୁ, ପୀଡ଼ିତା ଓ ଓକିଲଙ୍କ ଅବସ୍ଥା ଗୁରୁତର
# ବେଙ୍ଗାଲୁରୁରେ ପ୍ରଥମ ଫର୍ଣ୍ଣିଚର ଶୋ’ରୁମ ଖୋଲିବା ସହ ଅନଲାଇନ ବ୍ୟବସ୍ଥାୟ ସଂସ୍ଥା ଫ୍ଲିପକାର୍ଟ ଅଫଲାଇନ ବ୍ୟବସାୟ ଆରମ୍ଭ କରିଛି
# ଏକ ବର୍ଷ ନୁହେଁ ଏବେ ଚନ୍ଦ୍ରଯାନ-୨ ଦୁଇ ବର୍ଷ ପର୍ଯ୍ୟନ୍ତ କକ୍ଷ ପଥରେ ଘୂରି ବୁଲିବାକୁ ସମର୍ଥ ବୋଲି ଇସ୍ରୋ କହିଛି

ଆନ୍ତର୍ଜାତିକ
# କଲମ୍ବୋରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚରେ ବଙ୍ଗଳାଦେଶକୁ ୭ ୱିକେଟରେ ପରାସ୍ତ କରି ତିନି ଶୃଙ୍ଖଳା ବିଶିଷ୍ଟ ମ୍ୟାଚରେ ଶ୍ରୀଲଙ୍କା ୨-୦ରେ ଅଗ୍ରଣୀ
# ଭାରତୀୟ ବାୟୁସେନାର ମିଥ୍ୟା ଭିଡିଓ ପ୍ରସ୍ତୁତ ସହ ଟ୍ବିଟରରେ ପ୍ରସାର କରି ଲୋକହସା ହେଲେ ପାକିସ୍ତାନ ସେନାର ଲୋକ ସମ୍ପର୍କ ମହାନିର୍ଦ୍ଦେଶକ ଅସିଫ ଗଫୁର

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories