କୂଅରେ ପଡି ବିଧବା ବୃଦ୍ଧା ମୃତ

0

ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ବୁଢିକାପୁଡି ପଞ୍ଚାୟତ ପୁରନ୍ଦରପୁର ଗ୍ରାମରେ ମଙ୍ଗଳବାର ସନ୍ଧ୍ୟା ୮ଟା ସମୟରେ ନିଜ ଘର ନିକଟରେ ଥିବା ଏକ ଭୂମୀ ସମତଳ କୂଅରେ ଗଳିପଡି ଜଣେ ବିଧବା ବୃଦ୍ଧାଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ନାମ ସୁବାସୀ ପାତ୍ର(୭୦)। ଏନେଇ ଖବର ପାଇ ପାଟଣା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ମୃତା ସୁବାସୀଙ୍କ ମୃତଦେହକୁ ଉଦ୍ଧାର କରି ତୁରୁମୁଙ୍ଗା ପୁଲିସକୁ ହସ୍ତାନ୍ତର କରିଛନ୍ତି।

Leave A Reply