www.samajalive.in
Monday, December 15, 2025
16.1 C
Bhubaneswar

ଦିଲ୍ଲୀ ହାଇକୋର୍ଟକୁ କେନ୍ଦ୍ରର ସୂଚନା: ଆଧାର ସଂଶୋଧିତ ଆଇନ ଗୃହୀତ ହୋଇଥିବାରୁ ଅଧ୍ୟାଦେଶ ଅଚଳ

ନୂଆଦିଲ୍ଲୀ : ଆଧାର ଓ ଅନ୍ୟାନ୍ୟ ସଂଶୋଧିତ ବିଧେୟକ-୨୦୧୯ ସଂସଦରେ ଗୃହୀତ ହୋଇଥିବାରୁ ଆଧାର ଅଧ୍ୟାଦେଶ ଅଚଳ ହୋଇଛି ବୋଲି କେନ୍ଦ୍ର ସରକାର ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟଙ୍କୁ ଅବଗତ କରିଛନ୍ତି।

ଅଧ୍ୟାଦେଶର ବୈଧତା ପରିପ୍ରେକ୍ଷୀରେ ଅବସରପ୍ରାପ୍ତ ସେନାଧିକାରୀ ଏସ.ଜି. ବୋମ୍ବାଟକର ଏବଂ ମାନବିକ ଅଧିକାର କର୍ମୀ ବେଜୱାଡା ୱିଲସନ ଏକ ଆବେଦନ କରିଥିଲେ। ଏହା ଉପରେ ହାଇକୋର୍ଟ ମୁଖ୍ୟ ବିଚାରପତି ଡିଏନ ପଟେଲ ଏବଂ ବିଚାରପତି ସି. ହରିଶଙ୍କରଙ୍କ ପୀଠରେ ଶୁଣାଣି ଜାରି ରହିଛି। ପରବର୍ତ୍ତି ଶୁଣାଣି ଅକ୍ଟୋବର ୨୨ରେ ହେବ ବୋଲି ପୀଠ କହିଛନ୍ତି।

Hot this week

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

Related Articles

Popular Categories