www.samajalive.in
Monday, December 8, 2025
14.1 C
Bhubaneswar

ମୁଣ୍ଡ ବିନ୍ଧା ସହ ବାନ୍ତିରୁ ଉପଶମ ଦିଏ ଲବଙ୍ଗ

ଲବଙ୍ଗରେ ବହୁ ଉପକାରିତା ଗୁଣ ରହିଥାଏ, ଯହା ଶରୀର ପାଇଁ ଲାଭଦାୟକ ହୋଇଥାଏ। ସାଧାରଣତଃ ଲୋକେ ଏହାକୁ ଗରମ ମସଲା ରୂପେ ବ୍ୟବହାର କରିଥାନ୍ତି। ପଲୋଉ ଓ ବିରିୟାନୀରେ ଲବଙ୍ଗକୁ ଅଧିକ ମାତ୍ରରେ ବ୍ୟବହାର କରାଯାଏ। ଜାଣନ୍ତୁ ଏହାର ଉପକାରିତା ବିଷୟରେ ଯାହା ଆପଣଙ୍କୁ ଚକିତ କରିଦେବ।

୧.         ଏକ ଚିମୁଟା ଲବଙ୍ଗ ପାଉଡର ନେଇ ସେଥିରେ ୧ ଚାମଚ ମହୁ ମିଶାଇ ସେବନ କଲେ ବାନ୍ତିରୁ ଉପଶମ ମିଳିଥାଏ।

- Advertisement -

୨.         ନାଲି ଚା ରେ ଲବଙ୍ଗ ଫୁଟାଇ ପିଇବା ଦ୍ୱାରା ଜ୍ୱର, ସର୍ଦ୍ଧି ବହୁତ ଶିଘ୍ର ଭଲ ହୋଇଥାଏ।

୩.         ଲବଙ୍ଗ ଓ ରସୁଣ କୋଲା କୁ ନେଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ପାଣି ବା ମହୁ ସହ ସେବନ କଲେ ଥଣ୍ଡା, କାଶ ଓ କଫରୁ ଆରମ ମିଳେ।

୪.         ତାୱରେ ଲବଙ୍ଗକୁ ଗରମ କରି ପାଟି କଳରେ ଜାକିଲେ କଫରୁ ଆରମ ମିଳେ।

୫.         ଏକ କପ୍‍ ପାଣିରେ ୫ଟି ଲବଙ୍ଗ ଓ ସେଥିରେ ଚିନି ମିଶାଇ ସକାଳ ଏବଂ ସଂଧ୍ୟା ବେଳେ ପିଇଲେ ମୁଣ୍ଡ ବିନ୍ଧା ଦୂର ହୋଇଥାଏ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories