www.samajalive.in
Wednesday, December 10, 2025
23.1 C
Bhubaneswar

ମାଁ ଡ଼ୋକରୀଙ୍କ ମଣ୍ଡେଇ ଯାତ୍ରା ସମ୍ପନ୍ନ

ମୁଖିଗୁଡ଼ା : ଜୟପାଟଣା ଠାରେ ଅଞ୍ଚଳର ଇଷ୍ଟ୍‍ଦେବୀ ମାଁ ଡ଼ୋକରୀ ଙ୍କ ମଣ୍ଡେଇ ଯାତ୍ରା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ମଣ୍ଡେଇ ଯାତ୍ରା ଗୁରୁବାର ଦିନ ଅନୁଷ୍ଠିତ ହେଉଥିବାରୁ ସାପ୍ତାହିକ ବଜାର ମଧ୍ୟ ସହର ମଧ୍ୟରେ ଥିବା ମନ୍ଦିର ପରିସରରେ ବସିଥିଲା।
ମଣ୍ଡେଇ ଉପଲକ୍ଷେ ବିଭିନ୍ନ ଅଞ୍ଚଳରେ ଦେବଦେବୀ ଙ୍କ ଲାଠି ଓ ସିଂହାସନ ଗୁଡ଼ିକୁ ବାଜା ଓ ଘଣ୍ଟ ଧ୍ୱନୀରେ ଅଣା ଯାଇ ଡ଼ୋକରୀ ମନ୍ଦିର ପରିସରରେ ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯାଇ ଥିଲା। ପରେ ଦେବୀ ଙ୍କୁ ଶାନ୍ତ କରିବା ପାଇଁ ବୋଦା, ମେଣ୍ଢା, କୁକୁଡ଼ା ଆଦିବ ବଳୀ ଦିଆଯାଇ ଥିଲା। ମାଁ ଙ୍କ ଏହି ଉତ୍ସବକୁ ଦର୍ଶନ କରିବା ପାଇଁ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଉତ୍ସାହର ସହିତ ଆସି ମାଁର ଆଶିର୍ବାଦ ଭିକ୍ଷା କରିଥାନ୍ତି। କୃଷି ଆରମ୍ଭ ପୂର୍ବରୁ ମାଁ ଡ଼ୋକରୀଙ୍କ ଏହି କୃଷି ଭିତ୍ତିକ ପର୍ବ ଆରମ୍ଭ ହେବା ସହିତ ସମସ୍ତ ସମୃଦ୍ଧି ଓ ନିରୋଗ ଜୀବନ କାମନା କରାଯାଇଥାଏ।

Hot this week

ସୀମା ଟପିଲା ବର୍ବରତା: ୬ବର୍ଷର ଝିଅ ସହିତ ନିର୍ଭୟା ପରି ଘଟଣା

ସମାଜ ଡିଜିଟାଲ ଡେସ୍କ: ଗୁଜୁରାଟର ରାଜକୋଟରେ ଚାଞ୍ଚଲ୍ୟ । ଜଣେ ନିର୍ଦ୍ଦୋଷ,...

ଜେଲ୍‌ ଅଛି ତ ବେଲ୍‌ ଅଛି

କଥା କଥାକେ ଆମ ସମାଜରେ ଅସାମାଜିକ ଲୋକଙ୍କ ମୁହଁରେ ଏହି ବାକ୍ୟ...

ବିପୁଳ ମାଓ ସାମଗ୍ରୀ ଠାବ

ବାଲିଗୁଡା : ବାଲିଗୁଡା ବିଏସ୍‌ଏଫ୍ ଯବାନଙ୍କୁ ବଡ ସଫଳତା ମିଳିଛି। ବଡ଼ଧରଣର...

ଚିନ୍ତାକଳ୍ପ : ଦୃଷ୍ଟିକୋଣ

ଦୃଷ୍ଟିକୋଣ (ଆଭିମୁଖ୍ୟ)ରେ ପରିବର୍ତ୍ତନ ସବୁଠାରୁ ବଡ଼ ପରିବର୍ତ୍ତନ ବୋଲି କୁହାଯାଇଥାଏ। ଆପଣାର...

ସମ୍ପାଦକୀୟ : ଭୂମିକମ୍ପ ବିପତ୍ତି

ଭାରତର ସହରାଞ୍ଚଳ ପାଇଁ ସତର୍କ ଘଣ୍ଟି ଜାପାନରେ ଗତ ୮ ତାରିଖ ଦିନ...

Related Articles

Popular Categories