www.samajalive.in
Saturday, December 13, 2025
14.1 C
Bhubaneswar

ରକ୍ତଚାପ ଥିବା ବ୍ୟକ୍ତିଙ୍କ ପାଇଁ ସ୍ବାସ୍ଥ୍ୟ ସମ୍ବନ୍ଧୀୟ କିଛି ଟିପ୍ସ୍ ..

ଆଜିକାଲି ଉଚ୍ଚ ରକ୍ତଚାପ ସମସ୍ୟା ଏକ ସାଧାରଣ ରୋଗ ହୋଇଯାଇଛି। ଏହା ନିୟନ୍ତ୍ରଣରେ ନ ରହିଲେ ହୃଦଘାତ ହେବାର ସମ୍ଭାବନା ବୃଦ୍ଧି ପାଇଥାଏ। ତେଣୁ ରକ୍ତଚାପକୁ ସର୍ବଦା ନିୟନ୍ତ୍ରଣ ରଖିବା ଉଚିତ। ଯେଉଁ ଲୋକମାନଙ୍କର ରକ୍ତଚାପ ସମସ୍ୟା ରହିଛି ସେମାନେ ଅଧିକ ଫଳ ଓ ପନିପରିବା ଖାଇବା ଉଚିତ। କାରଣ ଫଳ ଓ ପନିପରିବାରେ ଭିଟାମିନ, ମିନେରାଲ୍ସ ଓ ଫାଇବର ଭରପୂର ମାତ୍ରାରେ ରହିଛି। ଏହାସହ ପୋଟାସିୟମ ସଠିକ ମାତ୍ରାରେ ଥିବାରୁ ତାହା ଲୁଣର ନକରାତ୍ମକ ପ୍ରଭାବକୁ ସନ୍ତୁଳିତ କରିବାରେ ସହାୟକ ହୋଇଥାଏ।

ତେବେ ଆସନ୍ତୁ ଜାଣିବା ରକ୍ତଚାପ ଥିବା ବ୍ୟକ୍ତିମାନେ କେଉଁ ଫଳ ଓ ପନିପରିବା ଖାଇବା ଉଚିତ୍ ….

- Advertisement -

ଜଳଖିଆରେ କଦଳୀ ଓ ଏବୋକାଡୋ ଖାଆନ୍ତୁ। ଏହାସହ ଟମାଟୋ ମଧ୍ୟ ଖାଆନ୍ତୁ।

ସକାଳେ ଏକ ମୁଠା ଜାମୁ କୋଳି ଖାଇବା ମଧ୍ୟ ଲାଭଦାୟକ ଅଟେ।

ଯଦି ଆପଣ ଜଳଖିଆରେ ଅଣ୍ଡା ଖାଉଛନ୍ତି ତେବେ ତା ସହ ଛତୁ, ପାଳଙ୍ଗ ଓ ଟମାଟୋ ଖାଆନ୍ତୁ।

ସର୍ବଦା ଖରା ବେଳେ ଓ ରାତିରେ ଭୋଜନ କରିବା ବେଳେ ସାଲାଡ ଖାଇବାକୁ ଚେଷ୍ଟା କରନ୍ତୁ।

ସାଲାଡ ସହ ସାଣ୍ଡୱିଚ୍ ଓ ରୋଲ ମଧ୍ୟ ଖାଇ ପାରିବେ।

ପାସ୍ତା ଖାଉଥିଲେ ସେଥିରେ ଫଳ ଓ ପନିପରିବା ପକାଇ ଖାଆନ୍ତୁ।

ଦିନରେ ଯଥା ସମ୍ଭବ ଅଧିକ ଫଳ ଓ ପନିପରିବା ଖାଇବାକୁ ଚେଷ୍ଟା କରନ୍ତୁ।

 

Hot this week

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

ଛତିଶା ନିଯୋଗ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ଜାନୁଆରୀ ୩ରେ ଦୁର୍ଲଭ ସୁନାବେଶ

ପୁରୀ: ଚଳିତ ମାସ ୧୬ରୁ ଜାନୁଆରୀ ୧୩ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ହେବାକୁ...

ପ୍ରତିଶ୍ରୁତି ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ବର : ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ...

ଜୁନାଗଡ଼-ପାଣ୍ଡୁରଙ୍ଗାପୁରମ୍‌ ନୂତନ ରେଳପଥ ମଞ୍ଜୁରୀକୁ ୯ବର୍ଷ, ସରୁନି ଜମି ଅଧିଗ୍ରହଣ

ନବରଙ୍ଗପୁର: ପଛୁଆ ଓ ଆଦିବାସୀ ଅଧ୍ୟୁଷିତ ଓଡ଼ିଶା ସହ ଛତିଶଗଡ଼ ଏବଂ...

Related Articles

Popular Categories