ବ୍ରିଟେନ ରାଜକୁମାର ଓ୍ୱିଲିୟମ ତୃତୀୟ ସନ୍ତାନର  ପିତା ହେଲେ

0

ଲଣ୍ଡନ : ବ୍ରିଟେନର ରାଜକୁମାର ଓ୍ୱିଲିୟମ  ଏକ  ଶିଶୁ ପୁତ୍ରର ପିତା ହୋଇଛନ୍ତି । ସୋମବାରରେ ତାଙ୍କର ପତ୍ନୀ କାଟେ ମିଡିଲେଟନ୍‌ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି । ଏହା ଓ୍ୱିଲିୟମ ଦମ୍ପତିଙ୍କର  ତୃତୀୟ ସନ୍ତାନ ।  ଲଣ୍ଡନର ସେଣ୍ଟ ମାରି ଡାକ୍ତରଖାନାରେ ସେ ଏହି ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । ରାଜ କୁମାର ଓ୍ୱିଲିୟମ ବି ଏହି ଡାକ୍ତରଖାନାରେ ଜନ୍ମ ଗ୍ରହଣ କରିଥିଲେ ।

ରାଜକୁମାର ଓ୍ୱିଲିୟମ ଓ କାଟେ ମିଡିଲେଟୋନଙ୍କର ୨୦୧ ମସିହାରେ ବିବାହ ହୋଇଥିଲା । ତାଙ୍କର ୪ ବର୍ଷ ବୟସର ଶିଶୁ ପୁତ୍ର ରାଜକୁମାର ଜର୍ଜ ଓ ୨ ବର୍ଷ ବୟସର କନ୍ୟା  ରାଜକୁମାରୀ ଚାରଲୋଟ ଅଛନ୍ତି ।

Her Royal Highness The Duchess of Cambridge was safely delivered of a son at 1101hrs.

The baby weighs 8lbs 7oz.

The Duke of Cambridge was present for the birth.

Her Royal Highness and her child are both doing well.

— Kensington Palace (@KensingtonRoyal) April 23, 2018

Leave A Reply