www.samajalive.in
Tuesday, December 9, 2025
15.1 C
Bhubaneswar

ଆସନ୍ତା ଶନିବାର ଓ ରବିବାର ଖୋଲା ରହିବ ସରକାରୀ କାର୍ଯ୍ୟାଳୟ

ଭୁବନେଶ୍ୱର: ଅତି ଭୀଷଣ ସାମୁଦ୍ରିକ ଝ଼ଡ ଫନି ଯୋଗୁଁ ଉପକୂଳବର୍ତ୍ତୀ ପୁରୀ, ଖୋର୍ଦ୍ଧା ଓ ଜଗତସିଂହପୁରରେ ପ୍ରବଳ କ୍ଷୟକ୍ଷତି ହୋଇଛି । ଏଠାରେ ରିଲିଫ୍‌ ଓ ପୁନରଉଦ୍ଧାର କାର୍ଯ୍ୟ ଚାଲିଛି । ଏଥିପାଇଁ ମେ ୧୧ ଓ ୧୨ ତାରିଖରେ ଏହି ଜିଲ୍ଲାମାନଙ୍କରେ ସରକାରୀ କାର୍ଯ୍ୟାଳୟ ଖୋଲା ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି ।

ଫନି ବାତ୍ୟାପରେ ଏହି ଜିଲ୍ଲାମାନଙ୍କର ବିଭିନ୍ନ ଅଞ୍ଚଳକୁ ଯୋଗା ଯୋଗ ସହ ବିଜୁଳି ଓ ପାଣି ସଂଯୋଗ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇଥିଲା । ବିଦ୍ୟୁତ, ଅଗ୍ନିଶମ ସହ ଅନ୍ୟ ବିଭାଗର ପ୍ରବଳ ଉଦ୍ୟମ ଯୋଗୁଁ ଯୋଗା ଯୋଗ ସମ୍ଭ ହୋଇଥିବା ବେଳେ ଅନେକ ସ୍ଥାନକୁ ବିଦ୍ୟୁତ ଓ ପାନୀୟ ଜଳ ଯୋଗାଣ ସମ୍ଭବ ହୋଇଛି ।

- Advertisement -

ଏବେବି ପୁରୀ ଜିଲ୍ଲା ସହ ଖୋର୍ଦ୍ଧା ଓ କଟକ ଜିଲ୍ଲାର ଅନେକ ସ୍ଥାନାରେ ବିଦ୍ୟୁତ ସଂଯୋଗ ସହ ପାନୀୟ ଜଳ ଯୋଗାଣ ସମ୍ଭବ ହୋଇପାରିନାହିଁ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories