କେନ୍ଦୁଝର/ବାଂଶପାଳ: କେନ୍ଦୁଝର ଜିଲା ୪୯ନମ୍ବର ଜାତୀୟ ରାଜପଥ ଅଞ୍ଜରଠାରେ ସୋମବାର ସନ୍ଧ୍ୟାରେ ଟ୍ରକ୍ ଧକ୍କାରେ ମୋଟର ସାଇକେଲ ଆରୋହୀଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ନାମ ମକରଧ୍ୱଜ ତ୍ରିପାଠୀ ବୋଲି ଜଣାପଡିଛି। ଏହି ଘଟଣାରେ ଉତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଛନ୍ତି। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଖବର ଲେଖା ହେବା ପର୍ଯ୍ୟନ୍ତ ରାସ୍ତା ଅବରୋଧ ହଟିନଥିବା ଜଣାପଡିଛି।
Popular Categories



