ବାସୁଦେବପୁର : ଭଦ୍ରକ ଜିଲା ବାସୁଦେବପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୪୨ନମ୍ବର ବୁଥରେ ପୋଲିଂ ପାର୍ଟିଙ୍କୁ ଗ୍ରାମବାସୀ ଅଟକ ରଖିଛନ୍ତି। ସୂଚନା ଅନୁସାରେ ଏହି ବୁଥରେ ପୋଲିଂ ପାର୍ଟି ଇଭିଏମ ସିଲ ନକରି ନେଉଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏନେଇ ଗ୍ରାମବାସୀ ସମସ୍ତ ପୋଲିଂ କର୍ମଚାରୀଙ୍କୁ ଅଟକ ରଖିଛନ୍ତି। ବୁଥରେ ବହୁ ପୁଲିସ କର୍ମଚାରୀ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି।
Popular Categories



