ନାବାଳିକାକୁ ଅସଦାରଚଣ ଅଭିଯୋଗରେ ବାପ ପୁଅ ପୁଲିସ ଦ୍ୱାରା ଅଟକ

0

ଭଦ୍ରକ: ଚରମ୍ପା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅସଦାଚରଣ ଉଦ୍ୟମ ଅଭିଯୋଗରେ ବାପ ଓ ପୁଅକୁ ପୁଲିସ ଅଟକ ରଖିଛି  । ଏହି ଦୁଇ ଜଣ ଜଣେ ନାବାଳିକାକୁ ଅସଦାରଚଣ କରିଥିବା ଥାନାରେ ଅଭିଯୋଗ ହୋଇଥିଲା । ଏହାପରେ ପୁଲିସ ପୁଅ ସତ୍ୟ ବାରିକ ଓ ବାପା ବେଙ୍ଗ ବାରିକକୁ ଅଟକ ରଖି ଘଟଣାର ତଦନ୍ତ କରୁଛି । ବାଳ ଅପରାଧ ନିୟନ୍ତ୍ରଣ ଆଇନ ଧାରା ୮ ଓ ୧୨ ଏବଂ ଭାରତୀୟ ପିଙ୍ଗଳଧାରା  ୩୫୪,୩୫୪-କ, ୩୫୪-ଘ, ୫୦୬  ଦଫା ଅନୁସାରେ  ୮୮/୨୦୧୮  ସଂଖ୍ୟାରେ ଏକ ମାମଲା ରୁଜୁ କରାଯାଇଛି7

Leave A Reply