www.samajalive.in
Saturday, December 13, 2025
23.1 C
Bhubaneswar

ଶ୍ରୀଲଙ୍କା ଗସ୍ତ ନେଇ ଆମେରିକା ନାଗରିକଙ୍କ ନିମନ୍ତେ ସତର୍କତା ଜାରି

ୱାଶିଂଟନ : ଶ୍ରୀଲଙ୍କାରେ ଗତ ରବିବାର ଦିନର ଆତଙ୍କବାଦୀ ଆକ୍ରମଣ ଦୃଷ୍ଟିରୁ ଆମେରିକା ଏହାର ନାଗରିକମାନଙ୍କୁ ସେ ଦେଶକୁ ଗସ୍ତ କରିବା ନେଇ କଡ଼ା ସତର୍କତା ଜାରି କରିଛି । ଶ୍ରୀଲଙ୍କା ଆତଙ୍କବାଦୀ ଆକ୍ରମଣରେ ୨୬୦ରୁ ଊର୍ଦ୍ଧ୍ବ ଲୋକ ପ୍ରାଣ ହରାଇଥିଲେ। ଶ୍ରୀଲଙ୍କାରେ ଅବସ୍ଥାପିତ ସମସ୍ତ ଆମେରିକୀୟ ନାଗରିକମାନଙ୍କର ପିଲାମାନଙ୍କୁ ଶ୍ରୀଲଙ୍କା ଛାଡ଼ି ଚାଲିଆସିବାକୁ ଆମେରିକା ବୈଦେଶିକ ବିଭାଗ ନିର୍ଦ୍ଦେଶ ଜାରି କରିଛି। ବିଶେଷ ଜରୁରୀ କର୍ମଚାରୀମାନଙ୍କୁ ବାଦ ଦେଇ ବାକି ସମସ୍ତଙ୍କୁ ଶ୍ରୀଲଙ୍କା ଛାଡ଼ି ଚାଲିଆସିବାକୁ ମଧ୍ୟ କୁହାଯାଇଛି। ଆତଙ୍କବାଦୀମାନେ ପର୍ଯ୍ୟଟନ ସ୍ଥଳୀ ସମେତ ପରିବହନ କେନ୍ଦ୍ର, ହାଟବଜାର, ସରକାରୀ କାର୍ଯ୍ୟାଳୟ, ହୋଟେଲ୍‍, ପୂଜାସ୍ଥଳୀ, କ୍ରଡ଼ାସ୍ଥଳୀ ଓ ସାଂସ୍କୃତିକ ସ୍ଥଳୀଗୁଡ଼ିକ ଉପରେ ଆକ୍ରମଣ କରିପାରନ୍ତି ବୋଲି ଆମେରିକା ସୂଚନା ଜାରି କରିଛି।

Hot this week

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

Related Articles

Popular Categories