ପୁରୀ : ପୁରୀ ଜିଲା କଣାସ ବ୍ଲକ ନିକଟରେ ଚୁପରିଂ ଠାରେ ଏକ ପ୍ରିଜ ଏବଂ ଗ୍ରାଇଣ୍ଡର ବୋଝେଇ ଟ୍ରକ ଜବତ କରାଯାଇଛି। ନିର୍ବାଚନ ଫ୍ଲାଇଂ ସ୍କାର୍ଡ ଏହି ଟ୍ରକ ଜବତ କରିଛି। ନିର୍ବାଚନ ପାଇଁ ଭୋଟରଙ୍କୁ ପ୍ରଲୋଭନ କରିବା ପାଇଁ ଫ୍ରିଜ ଏବଂ ଗ୍ରାଇଣ୍ଡର ବଣ୍ଟନ କରାଯିବା ଆଶଂକାରେ ପୁଲିସ ଏହାକୁ ଜବତ କରିଛି।
Popular Categories



