www.samajalive.in
Monday, December 15, 2025
27.1 C
Bhubaneswar

ଭୋଟ୍‌ ନ ଦେଲେ ଅଭିଶାପ ଦେବି

ଉନ୍ନାଓ : ବିବାଦୀୟ ମନ୍ତବ୍ୟ ଦେବାରେ ଅଭ୍ୟସ୍ତ ବିଜେପି ସାଂସଦ ସାକ୍ଷୀ ମହାରାଜ ନିର୍ବାଚନ ପ୍ରଚାର ସମୟରେ ମତଦାତାଙ୍କୁ ଧମକ ଦେଇଛନ୍ତି। ତାଙ୍କୁ ଭୋଟ୍‌ ନ ଦେଲେ ସେ ଅଭିଶାପ ଦେବେ ବୋଲି ମତଦାତାଙ୍କୁ କହିଛନ୍ତି। ମଧ୍ୟପ୍ରଦେଶର ଉନ୍ନାଓ ସାଂସଦ ସାକ୍ଷୀ ମହାରାଜ କହିଛନ୍ତି ଯେ ‘ମୁଁ ଜଣେ ସନ୍ନ୍ୟାସୀ। ତୁମେମାନେ ଭୋଟ୍‌ ଦେଲେ ମୁଁ ଜିତିବି।
ଭୋଟ୍‌ ନ ପାଇଲେ ମନ୍ଦିରରେ ଭଜନ କୀର୍ତ୍ତନ କରିବି। ମୁଁ ଆଜି ଆପଣମାନଙ୍କ ଦ୍ବାରକୁ ଭୋଟ୍‌ ଭିକ୍ଷା କରିବା ପାଇଁ ଆସିଛି। ଆପଣମାନେ ଯଦି ଜଣେ ସନ୍ନ୍ୟାସୀକୁ ଭୋଟ୍‌ ନ ଦେଇ ଫେରାଇଦେବେ; ତାହାହେଲେ ମୁଁ ଅଭିଶାପ ଦେବି ଏବଂ ଆପଣମାନଙ୍କ ପରିବାରକୁ ସୁଖରେ ରଖାଇ ଦେବି ନାହିଁ।’ ମହାରାଜଙ୍କ ଏଭଳି ଧମକପୂର୍ଣ୍ଣ ମନ୍ତବ୍ୟ ସମ୍ପର୍କରେ ଦଳ ପକ୍ଷରୁ କିଛି ପ୍ରତିକ୍ରିୟା ପ୍ରକାଶ ପାଇ ନାହିଁ। ଏପ୍ରିଲ ୨୯ରେ ଉନ୍ନାଓରେ ନିର୍ବାଚନ ହେଉଛି।

Hot this week

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ...

ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ମାମଲାର ଚାର୍ଜସିଟ୍ ଦାଖଲ କରିବ ଏନଆଇଏ

ସମାଜ ଲାଇଭ ଡ଼େସ୍କ : ଆଜି ପହଲଗାଓଁ  ଆତଙ୍କବାଦୀ ଆକ୍ରମଣ ଘଟଣାରେ,...

ଭୁବନେଶ୍ୱରରେ ହେବ ଭିଜା ସେଣ୍ଟର

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିଜା ଆପ୍ଲିକେସନ ସେଣ୍ଟର’...

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

Related Articles

Popular Categories