www.samajalive.in
Wednesday, December 10, 2025
17.1 C
Bhubaneswar

ବଜାରକୁ ଆସିଲା ସାମସଙ୍ଗ ଇଣ୍ଡିଆ ଗାଲାକ୍ସି ଏ୨୦

ଭୁବନେଶ୍ବର : ସାମସଙ୍ଗ ଇଣ୍ଡିଆ ପକ୍ଷରୁ ଗାଲାକ୍ସି ଏ୨୦ର ଘୋଷଣା କରାଯାଇଛି । ଚଳିତବର୍ଷର ଗାଲାକ୍ସି ଏ ସିରିଜର ଏହା ଚତୁର୍ଥ ସ୍ମାର୍ଟେଫାନ । ଗାଲାକ୍ସି ଏ୨୦ ଦୁଇ ପଛପାର୍ଶ୍ବ କ୍ୟାମେରା ସହିତ ଏକ ଅତ୍ୟାଧୁନିକ ଚଉଡ଼ା ଲେନ୍ସ, ଆସନ୍ତା ପିଢ଼ିଙ୍କ ପାଇଁ ଉଦ୍ଧିଷ୍ଟ ଇନ୍‌ଫିନିଟ୍ ଭି ଡିସ୍‌ପ୍ଲେ, ଏକ ଶକ୍ତିଶାଳୀ ୪୦୦୦ ଏମଏଏଚ ବ୍ୟାଟେରୀ ସହିତ ଅତି ଶୀଘ୍ର ଚାର୍ଜ ହେବାର କ୍ଷମତାକୁ ନେଇ ବଜାରକୁ ଆସିଛି । ଜେନ୍‌ଜେଡ୍‌ ସହିତ ଏକ ବିଚକ୍ଷଣତା ଫଟୋ ଉଠାଇବାର ବ୍ୟବସ୍ଥିତ କରିବା ପାଇଁ ଗାଲାକ୍ସି ଏ୨୦ ଅତି ଉତ୍ତମମାନର କ୍ୟାମେରା ସହିତ ଆସିଛି । ଏହାର ୧୩ଏମ୍‌ପି ପ୍ରାଇମେରି ଲେନ୍ସ, କମ୍ ଆଲୋକରେ ସୁନ୍ଦର ଫଟୋ ଉତ୍ତୋଳନ କରାଯାଇ ପାରିବ। ଏ ସମ୍ପର୍କରେ ସାମସଙ୍ଗ ଇଣ୍ଡିଆର ମୋବାଇଲ ବ୍ୟବସାୟ ନିର୍ଦେଶକ ଆଦିତ୍ୟ ବବର କହିଛନ୍ତି ଯେ, ଏକ ବିଶ୍ୱସ୍ତରୀୟ ପ୍ରଯୁକ୍ତବିଦ୍ୟା ପଥପ୍ରଦର୍ଶକ ଭା​‌ବରେ ଆମେ ଆମର ପ୍ରିୟ ଗ୍ରାହକଙ୍କୁ ଅର୍ଥପୂର୍ଣ୍ଣ ନବୀକରଣ ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ । ଗାଲାକ୍ସି ଏ୨୦ର ମୂଲ୍ୟ ୧୨,୪୯୦ ଟଙ୍କା ରହିଛି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories