ଧକ୍କା ମାରି ଲୁଟି ନେଲେ ଦେଢ ଲକ୍ଷ ଟଙ୍କା

0

ଫୁଲବାଣୀ : ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ଠାରୁ ଦେଢ ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଫୁଲବାଣୀ ମେଡିକାଲ ଛକ ନିକଟରେ ଘଟିଛି। କର୍ମଚାରୀ ଜଣକ ଟଙ୍କା ଉଠାଇ ନେଇ ଫେରୁଥିଲେ। ସେହି ସମୟରେ ଦୁଇଟି ବାଇକରେ ଲୁଟେରା ଆସି ତାଙ୍କୁ ଧକ୍କା ମାରି ଟଙ୍କା ନେଇ ପଳାଇଛନ୍ତି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରୁଥିବା ଜଣାପଡିଛି।

Leave A Reply