* ଦିଲ୍ଲୀ ବିସ୍ଫୋରଣକୁ ନେଇ ପ୍ରଧାନମନ୍ତ୍ରୀଙ୍କ କଡା ମନ୍ତବ୍ୟ.. କହିଲେ ଷଡଯନ୍ତ୍ରର ମୂଳ ପର୍ଯ୍ୟନ୍ତ ଯିବୁ , ଯେଉଁମାନେ ଦାୟୀ ସେମାନଙ୍କୁ ଛଡାଯିବନି…
* ଦିଲ୍ଲୀ ବିସ୍ଫୋରଣ ମାମଲା…ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କଲେ ଗୃହମନ୍ତ୍ରୀ ଅମିତ୍ ଶାହ….କହିଲେ କୌଣସି ବି ପରିସ୍ଥିତିରେ ଦୋଷୀକୁ ଛଡାଯିବନି…
* ପୀତବାସ ହତ୍ୟା ମାମଲାର ପର୍ଦ୍ଦାଫାସ ବେଳେ ବିବାଦୀୟ ବୟାନ ପ୍ରସଙ୍ଗ…ହାଇକୋର୍ଟରେ କ୍ଷମା ପ୍ରାର୍ଥନା କଲେ ବ୍ରହ୍ମପୁର ଏସପି…
* ନୂଆପଡାରେ ସୁରୁଖୁରୁରେ ଚାଲିଛି ଭୋଟିଂ…ଦିନ ୧୧ଟା ସୁଦ୍ଧା ୩୨. ୫୧ ପ୍ରତିଶତ ମତଦାନ ହୋଇଥିବା ସୂଚନା…ସେପଟେ ବିହାରରେ ବି ଚାଲିଛି ଶେଷ ପର୍ଯ୍ୟାୟ ଭୋଟ୍…
* ବର୍ଷିଆନ୍ ବଲିଉଡ୍ ଅଭିନେତା ଧର୍ମେନ୍ଦ୍ରଙ୍କ ପରଲୋକ ଖବରକୁ ଝିଅ ଇଶା ଦେଓଲଙ୍କ ଖଣ୍ଡନ..ସ୍ଵାସ୍ଥ୍ୟବସ୍ଥା ସ୍ଥିର ଥିବା ଦେଲେ ସୂଚନା…



