www.samajalive.in
Friday, December 5, 2025
23.1 C
Bhubaneswar

ବିହାର ନିର୍ବାଚନ : ବିଜୟ ସୁନିଶ୍ଚିତ କଲା କଂଗ୍ରେସ

ସମାଜ ଲାଇଭ୍ ଡେସ୍କ : ଭୋଟ୍‌ ଦେଇଛନ୍ତି ବିହାର ରାଜ୍ୟ କଂଗ୍ରେସ ସଭାପତି ରାଜେଶ୍ ରାମ । ରାଜେଶ୍ ଔରଙ୍ଗାବାଦରେ ଭୋଟ୍‌ ଦେଇଛନ୍ତି । ଭୋଟ୍‌ ଦେଇ ସାରି ସେ ମହାମେଣ୍ଟର ବିଜୟ ସୁନିଶ୍ଚିତ କରିଛନ୍ତି । ସେ କହିଛନ୍ତି ଯେ ମହାମେଣ୍ଟର କାର୍ଯ୍ୟକଳାପ ସହ ଭୋଟରଙ୍କ କାର୍ଯ୍ୟକଳାପରେ ପରିବର୍ତ୍ତନ ଆସିଛି । ଲୋକେ ଏବେ ପରିବର୍ତ୍ତନ ଚାହୁଁଛନ୍ତି । ୨୦ବର୍ଷର ସରକାରଙ୍କୁ ଏବେ ବିଦାୟ ଦେବାର ସମୟ ଆସିଛି । ତେଣୁ ବିହାରରେ ମହାମେଣ୍ଟର ସରକାର ସୁନିଶ୍ଚିତ ।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories