ନୂଆପଡା: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କ ୪୧ତମ ଶ୍ରାଦ୍ଧ ବାର୍ଷିକୀ ଏବଂ ଭାରତର ଲୌହ ମାନବ ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ପାଳନ କରିଛି କଂଗ୍ରେସ । ଆଜି ନୂଆପଡା କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ସଭାପତିତ୍ୱରେ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଥିଲା ।
ଆୟୋଜିତ ସଭାରେ କଂଗ୍ରେସ ନେତା ଅଜୟ କୁମାର ଲାଲୁ, ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି , କଂଗ୍ରେସ ଉପସଭାପତି ସସ୍ମିତା ବେହେରା, ବିଧାୟକ ରାଜନ୍ ଏକ୍କା, ରାଷ୍ଟ୍ରୀୟ ପ୍ରବକ୍ତା ଡ. ହମିଦ ହୁସେନ ପ୍ରମୁଖ ଉପସ୍ଥିତ ରହିଥିଲେ ।
ଇନ୍ଦିରା ଗାନ୍ଧୀଙ୍କର ୪୧ତମ ଶ୍ରାଦ୍ଧ ବାର୍ଷିକୀ ପାଳନ କଲା କଂଗ୍ରେସ
Popular Categories



