www.samajalive.in
Saturday, December 6, 2025
15.1 C
Bhubaneswar

କାର୍ତ୍ତିକ ପ୍ରଥମ ସୋମବାର: ଧବଳେଶ୍ୱରରେ ଶ୍ରଦ୍ଧାଳୁଙ୍କ ଭିଡ଼

ସମାଜ ଡିଜିଟାଲ ଡେସ୍କ: ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର  । ସେଥିପାଇଁ ସବୁ ଶୈବ ପୀଠରେ ଭକ୍ତଙ୍କ ଭିଡ଼ । ସକାଳୁ ସକାଳୁ ବାବାଙ୍କ ଦର୍ଶନ କରିବାକୁ ତତ୍ପର ହୋଇଥିଲେ ଶ୍ରଦ୍ଧାଳୁ । ଘଣ୍ଟଘଣ୍ଟା ଶଦ୍ଦରେ ପରିବେଶ ଯେମିତି ପ୍ରକମ୍ପିତ ହୋଇଥିଲା ଭକ୍ତିମୟ ପରିବେଶ । ସେହିପରି କଟକ ଜିଲାର ଅନ୍ୟତମ ଶୈବପୀଠ ବାବା ଧବଳେଶ୍ୱରଙ୍କ ପାଖରେ ଭକ୍ତଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି । କାର୍ତ୍ତିକ ସୋମବାରରେ ପ୍ରଭୁଙ୍କ ଦର୍ଶନ କରିବାକୁ ଭୋର ୪ଟାରୁ ପହଡ ଖୋଲିବା ମାତ୍ରେ ଲମ୍ବା ଲାଇନରେ ଅପେକ୍ଷା କରିଥିଲେ ଭକ୍ତ । ସମସ୍ତ ନୀତିକାନ୍ତି ସମାପନ ହେବା ପରେ ଶ୍ରଦ୍ଧାଳୁମାନେ ଭୋଳା ବାବାଙ୍କ ଦର୍ଶନ କରିଛନ୍ତି । କିଭଳି ଶାନ୍ତି ଶୃଙ୍ଖଳାର ସହ ଦର୍ଶନ ହେବ ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯିବା ସହ ପୁଲିସ ମୁତୟନ ହୋଇଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories